Browsing Tag

padampur news

ପରିବର୍ତ୍ତନର ସ୍ଲୋଗାନ ସହ ଧାରୋଲ ଗ୍ରାମରୁ ବିଜେପିର ନିର୍ବାଚନ ପ୍ରଚାର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବର୍ତ୍ତନର ସ୍ଲୋଗାନ ଦେଇ ଭାରତୀୟ ଜନତା ପାର୍ଟି ପଦ୍ମପୁରର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଧାରୋଲ ଗ୍ରାମରୁ ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିଛି । ବିଜେପିର ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର ସଭାରେ…
Read More...

ଜମଲା ଗ୍ରାମ ପଞ୍ଚାୟତରେ ସରପଞ୍ଚ ହେଲେ ଐଶ୍ୱର୍ଯ୍ୟା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅଧୀନସ୍ଥ ଜମଲା ଗ୍ରାମ ପଞ୍ଚାୟତରେ ନିଦ୍ୱର୍ନ୍ଦରେ ଐଶ୍ୱର୍ଯ୍ୟା ପାଣିଗ୍ରାହୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ପଦ୍ମପୁର ବ୍ଲକ ଯୁବ ବିଜେଡ଼ି ସଭାପତି ମନୋରଂଜନ ପୁରୋହିତଙ୍କ ଧର୍ମପତ୍ନୀ ତଥା ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ…
Read More...

ସରପଞ୍ଚ ପ୍ରାର୍ଥନୀଙ୍କ ସ୍ୱାମୀଙ୍କ ଦାଦାଗିରି : ଥାନାରେ ମାମଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥନୀଙ୍କ ସ୍ୱାମୀ କ୍ଷିତିଶ ସାହୁ ଓ ତାଙ୍କ ସଂପର୍କିୟ ଭୋଜରାଜ ସାହୁ, ପୃଥ୍ୱୀରାଜ ସାହୁ ଅପରପକ୍ଷ ସମର୍ଥକଙ୍କୁ ମାଡପଟି କରିବା, ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରି ହତ୍ୟା କରିବାର ଧମକ ଦେବା ଘଟଣା…
Read More...

ଯୁବନେତା ତପନ ବେଣ୍ଟକାରଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାର ଧାରାରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଇକମାଲ ବ୍ଳକର କେଛୋଦାଦର ଗ୍ରାମର ଟାଣୁଆ ଯୁବ ନେତା ତପନ…
Read More...

ଫସଲ ବୀମା ୨୦୨୧ ରିଜେକ୍ଟ ପଲିସି ଭେରିଫିକେସନ୍‌ ପାଇଁ ରାଜବୋଡାସମର କୃଷକ ସଂଗଠନ ପକ୍ଷରୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ କୃଷି କାର୍ଯ୍ୟାଳୟଠାରେ ଫସଲ ବୀମା ୨୦୨୧ ରିଜେକ୍ଟ ପଲିସି ଭେରିଫିକେସନ୍‌ କରିବା ପାଇଁ ରାଜବୋଡାସମ୍ବର କୃଷକ ସଂଗଠନର ପ୍ରତିନିଧି ଓ ଚାଷୀମାନଙ୍କୁ ଡକା ହୋଇଥିଲା । ଇନ୍ସୁରେନ କମ୍ପାନୀର କର୍ମଚାରୀ ଖାଲି…
Read More...

ବିଶିଷ୍ଟ ସମାଜସେବୀ ଦୁଃଶାସନ କୁମ୍ଭାରଙ୍କ ସରପଞ୍ଚ ପ୍ରାର୍ଥୀପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ସମାଜସେବୀ ଦୁଃଶାସନ କୁମ୍ଭାର ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମାଜସେବୀ ଦୁଃଶାସନ କୁମ୍ଭାର ୨୦୧୨ - ୧୦୧୭ ମସିହା ପର୍ଯ୍ୟନ୍ତ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱରେ ଥିଲା…
Read More...

ଡା. ମୈତ୍ରୀ ପୁରୋହିତଙ୍କ ଏମ୍‌ଡି ପରୀକ୍ଷାରେ କୃତିତ୍ୱ ହାସଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲର ଛାତ୍ରୀ ଡା. ମୈତ୍ରୀ ପୁରୋହିତ ବାଙ୍ଗାରୁଲୁା କର୍ଣ୍ଣାଟକ ସ୍ଥିତ ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବ ବିଦ୍ୟାଳୟରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ…
Read More...

ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କୁ ଅକଥନୀୟ ଅତ୍ୟାଚାର ଅଭିଯୋଗ

ମାଡ଼ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ ଝାରବନ୍ଧ ବ୍ଲକର ଯୁବକ, ଅନ୍ୟମାନଙ୍କୁ ସାହସିକତା ସହ ଉଦ୍ଧାର କଲେ ଟ୍ୱିଟର ଗାର୍ଲ ଦୀପା ପଦ୍ମପୁର, (ନିରୋଜ କୁମାର ପାଣୀ) : ତେଲେଙ୍ଗାନା ରାଜ୍ୟରେ ପ୍ରବାସୀ ଓଡିଆମାନଙ୍କୁ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାର ସଦ୍ୟତମ…
Read More...

ୱାର୍ଡ ମେମ୍ବର ପଦବୀରେ ନାମାଙ୍କନ ଦାଖଲ କଲେ ସମାଜସେବୀ ଅଶ୍ୱିନୀ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ନିର୍ବାଚନୀ ଉଷ୍ଣତା ଦେଖିବାକୁ ମିଳିଛି । ଏହି କ୍ରମରେ ସରପଞ୍ଚଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ଅନେକ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଦିନ ଯୋଖିପାଲି…
Read More...

ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ : ଚୁହୁରାକୁ ହରାଇ ଢେଙ୍କିମୁଣ୍ଡା ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ଭୁତମୁଣ୍ଡା ଗ୍ରାମରେ ସ୍ପୋଟର୍ସ କ୍ଳବ ଓ ଗ୍ରାମବାସୀଙ୍କ ତରଫରୁ ଚାଲିଥିବା ୨ୟ ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଚୁହୁରାକୁ ହରାଇ…
Read More...