Browsing Tag

padampur news

କୁଲିଆରୀ ଠାରେ ନୂତନ ପଞ୍ଚାୟତ ଗଠନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର କୁଲିଆରୀ, କେନ୍ଦୁମାଲ, ଡଙ୍ଗରମୁଣ୍ଡା, ପରମାନନ୍ଦପୁର ଓ ଜୁବାଖୋଲ ଆଦି ପାଞ୍ଚ ଗୋଟି ଗ୍ରାମକୁ ନେଇ କୁଲିଆରୀ ଗ୍ରାମଠାରେ ଏକ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ଆଜି ସମାଜସେବୀ ସୁଶାନ୍ତ
Read More...

ଜିଲ୍ଲା ହସ୍ପିଟାଲକୁ ଏକ ସୁପର ସ୍ପେସାଲିଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସରକାରୀ ଜିଲ୍ଲା ହସ୍ପିଟାଲକୁ ଏକ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବାର ଜରୁରୀ ଆବଶ୍ୟକତା ବିଷୟରେ ଅବଗତ କରାଇବା ପାଇଁ ଏବଂ ଅତିରିକ୍ତ ଭାବରେ ବିଦ୍ୟମାନ ଜିଲ୍ଲା ହସ୍ପିଟାଲ ପରିସରରେ ୧୦୦ ଏମ୍‌ବିବିଏସ ସିଟ୍ କ୍ଷମତା ବିଶିଷ୍ଟ ଏକ ମେଡିକାଲ
Read More...

ପାଇକମାଲ ବିଡିଓଙ୍କ ବିଭିନ୍ନ ଧାନମଣ୍ଡି ପରିଦର୍ଶନ : ଚାଷୀ ସୁବିଧା ଉପରେ ଗୁରୁତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କୁ ସୁବିଧାଜନକ ଓ ସୁଚାରୁ ଧାନ କ୍ରୟ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଧାନମଣ୍ଡିକୁ ପାଇକମାଲ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରଫୁଲ୍ଲ ଅଦୁ
Read More...

ସମ୍ବାଦିକ ମାନଙ୍କୁ ପେନସନ ଓ ଭତ୍ତା ଦେବା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ନିବେଦନ କଲେ ପଦ୍ମପୁର ସାମ୍ବାଦିକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚମ ଲୋକ ମହୋତ୍ସବର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ଓଡିଶାର ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ଶେଷ ରଜନୀରେ ସମ୍ମାନିତ କରିଥିଲେ । ଏହି ସମୟରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ଼
Read More...

ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କ୍ଲବର ପ୍ରେସ୍‌ମିଟ୍‌ : ଡିସେମ୍ବର ୨୪ରୁ ଆରମ୍ଭ ୩୦ରେ ଫାଇନାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ୨୯ତମ ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କପ ପାଇଁ ଆୟୋଜକ ସଭାପତି ଜତିନ୍ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରେସ୍‌ମିଟ୍‌ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ସମାଜସେବୀ ନନ୍ଦିକିଶୋର ନନ୍ଦ, ମାଳତୀ
Read More...

ମେଲଛାମୁଣ୍ଡା ଗୌନ୍ତିଆ ଦୀପକ ଭୋଇଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗୌନ୍ତିଆ ତଥା ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୀପକ କୁମାର ଭୋଇଙ୍କ ଶନିବାର ଅପରାହ୍ନରେ ରାୟପୁର ସ୍ଥିତ ଶ୍ରୀବାଲାଜୀ ମଲଟିସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ
Read More...

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବର ଚତୁର୍ଥ ସନ୍ଧ୍ୟା : ଆକର୍ଷଣ ସାଜିଲା ଆସାମର ବିହୁ ଓ ଛତିଶଗଡ଼ର ଆଜାଦ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଲବ, ପଦ୍ମପୁର ତରଫରୁ ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବର ଆଜି ଚତୁର୍ଥ ସନ୍ଧ୍ୟାରେ ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧ୍ୟାୟକ ଇରାଶିଷ ଆଚାର୍ଯ୍ୟ ଓ ପଦ୍ମପୁର ବଣିକ ସଂଘ ସଭାପତି ତଥା ଟାଉନ
Read More...

ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ମୁଖ୍ୟବକ୍ତା ଭାବେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ର ତୃତୀୟ ସନ୍ଧ୍ୟା

ଦୁଲକିଲା ସାଂସ୍କୃତିକ ମଞ୍ଚ, ଝୁମିଲେ ଦର୍ଶକ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ କ୍ଲବ ତରଫରୁ ଆୟୋଜିତ ହେଉଥିବା ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ କ୍ରିଷ୍ଣା ବିକାଶର ମୁଖ୍ୟ ତଥା ଶିକ୍ଷାବିତ୍ ଡି. ମୂରଲୀ କ୍ରୀଷ୍ଣା
Read More...

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ : ଦ୍ଵିତୀୟ ଦିନରେ ବି ଦୁଲୁକିଲା ମଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଅଶୋକ ଖେଳପଡିଆ ଠାରେ ଟାଉନ କ୍ଲବ, ପଦ୍ମପୁର ତରଫରୁ ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଆଜି ଦ୍ଵିତୀୟ ସନ୍ଧ୍ୟାରେ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରଗୁଲା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ପାଣ୍ଡବ ଶବର ମୁଖ୍ୟ ଅତିଥି ଭାବରେ
Read More...