Browsing Tag

padampur news

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସ୍‌ନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌…

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ୍‌ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌ ଟ୍ରାଫିକିଙ୍ଗ୍‌-୨୦୨୨’ ଅବସରରେ ପଦ୍ମପୁର ନିକଟସ୍ଥ ଜଗଦଲପୁରଠାରେ ଏକ ର‍୍ୟାଲି ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ପବନ…
Read More...

ପାଇକମାଲରେ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ତରଫରୁ ପାଇକମାଲଠାରେ ଡା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ…
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସ୍‌ନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌…

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ୍‌ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌ ଟ୍ରାଫିକିଙ୍ଗ୍‌-୨୦୨୨’ ଅବସରରେ ପଦ୍ମପୁର କଂର୍ଗଲାବାହାଲ ଠାରେ ଏକ ର‍୍ୟାଲି ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ପବନ…
Read More...

ଦରମା ଓ ମଜୁରୀ ମିଳି ନଥିବାରୁ ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଶ୍ରମିକ ଅଶାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ସିଜିନାଲ କର୍ମଚାରୀ ଚପରାସୀ, ମୁନସୀ, ଚେକର, ସର୍କଲ ଚେକର, ବନ୍ଧେଇ ଚେକର, ହେଡ ଚେକର ଆଦିଙ୍କ ଦରମା ଚଳିତ ବର୍ଷ ଠିକ୍‌ ସମୟରେ ମିଳୁ ନଥିବାରୁ ପଦ୍ମପୁର ଡିଭିଜନରେ କାର୍ଯ୍ୟରତ ୧୧୩୦ ଜଣ ସିଜିନାଲ…
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଝାରବନ୍ଧ ବ୍ଲକ ଜଗଦଳପୁର ସରକାରୀ ଡାକ୍ତରଖାନା ପଡିଆରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଜଗଦଳପୁର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜଗଦଳପୁର, ଭାଜପା ଜଗଦଳପୁର ମଣ୍ଡଳ ସହିତ ଅଞ୍ଚଳର ବହୁ ନାଗରିକଙ୍କ ସହିତ ମିଳିତ ଭାବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ…
Read More...

ପଦ୍ମପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୁନ ୨୧ ତାରିଖ ମଙ୍ଗଳବାର ଦିନ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲଠାରେ ଯୋଗ ମହୋତ୍ସବ ସମିତି, ପଦ୍ମପୁର ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ନୂଆପାଲି ସ୍ଥିତ ନବପ୍ରଭାତ ଗୁରୁକୁଳ ଆଶ୍ରମରୁ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ…
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସଂଗ୍ରାମୀ ନେତା ସ୍ୱର୍ଗତ ଇଶ୍ଵର ବିଜିରାଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : "ଯାନ ଯାଉ ଯାଉ ଜୀବନ ଯାଉ" ଗନ୍ଧମାର୍ଦ୍ଦନ ବଂଚି ଥାଉ"ର ସକଳ୍ପ ନେଇ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ବାଳକୋର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ୧୯୮୦ ଦଶକରେ ଶ୍ରୀମତୀ ଜମ୍ବୋବତୀ ବିଜାରା ଓ ତାଙ୍କ ସ୍ୱାମୀ ସ୍ୱର୍ଗତ ଇଶ୍ଵର ବିଜିରା ବାଲକୋ ହାଟଓ…
Read More...

ଗରିବର ଦୁଃଖ ଶୁଣିବାକୁ ପ୍ରଶାସନ, ଜନ ପ୍ରତିନିଧି କେହି ନାହାଁନ୍ତି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଧବା, ସ୍ୱାମୀ ପରିତ୍ୟକ୍ତା, ଦିବ୍ୟାଙ୍ଗ ମହିଳାମାନଙ୍କ ଦୁଃଖ ଶୁଣିବାକୁ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ସମୟ ନାହିିଁ । ଦୀର୍ଘ ବର୍ଷ ଧରି ନିଜେ ରହୁଥିବା ଜମି ପଟ୍ଟା ହେବା ପରିବର୍ତ୍ତେ ରାଜସ୍ୱ ବିଭାଗକୁ ଧରି ଅନ୍ୟ ଜଣେ ଧନୀଲୋକ ୮ଟି…
Read More...

୨୦ ତାରିଖ ତାଲାବନ୍ଦକୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟର ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ସଭାପତିତ୍ୱରେ ପ୍ରସାଶନ, ଗାଇସିଲେଟ ନାଗରିକ କମିଟି, ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ଏବଂ ବଣିକ ସଂଘ ଗାଇସିଲେଟର ଏକ ବୈଠକ ଅନୁଷ୍ଠିତ…
Read More...

୨୦ ଜୁନରୁ ଗାଇସିଲେଟ ବ୍ଲକର ସରକାରୀ କଳକୁ ଅଚଳ କରିବେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକର ଗାଇସିଲେଟ ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରେ ସଭାପତି ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗତ ୨୦୨୧ ଖରିଫ ଋତୁରେ ଯେଭଳି ଭାବରେ ମରୁଡି ହୋଇଥିଲା, ତାହା ଚାଷୀ…
Read More...