Browsing Tag

padampur news

ପାଇକମାଲ ସବଷ୍ଟେସନରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିରାମିଷ ଖାଦ୍ୟ ସହ ପନିପରିବା ଫଳ ମୂଳ ଖାଇ ନିୟମିତ ବ୍ୟୟାମ କଲେ ଶରୀର ସୁସ୍ଥ ରହିବା ସହ ଅକାଳ ମୃତ୍ୟୁରୁ ରକ୍ଷା ମିଳିବ ବୋଲି ଆଜି ପାଇକମାଲ ବିଦ୍ୟୁତ ସବଷ୍ଟେସନରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ସାମ୍ବାଦିକ ବଡ ଶତପଥି ପ୍ରକାଶ କରିଛନ୍ତି । ପାଇକମାଲ…
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ତିନି ସତ୍ୟାଗ୍ରହୀଙ୍କ ଦେହାନ୍ତ : ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଦ୍ୱାରା ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ବାଳକୋର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ଚାଳିଥିବା ଐତିହାସିକ "ବାଲକୋ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଓ" ଆନ୍ଦୋଳନରେ ସତ୍ୟାଗ୍ରହୀ ଥିବା ୩ ଜଣ ଆନ୍ଦୋଳନକାରୀଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଛି । ପାଇକମାଲ ଥାନା…
Read More...

ବିଶିଷ୍ଟ ଶତାୟୁ ଚାଷୀ ଗୋବିନ୍ଦ ପ୍ରଧାନଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଧାରୋଲ ଗ୍ରାମର ବିଶିଷ୍ଟ ଶତାୟୁ ଚାଷୀ ତଥା ସମାଜସେବୀ ଗୋବିନ୍ଦ ପ୍ରଧାନଙ୍କ ଗତକାଲି ଘ୧୨.୫୪ ମି ସମୟରେ ଧାରୋଲ ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ…
Read More...

‘ସଚେତନ ହେମା’ ଅନୁଷ୍ଠାନ ପକ୍ଷରୁ ଲୋକକଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା କଳା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ 'ସଚେତନ ହେମା' ପକ୍ଷରୁ ଲୋକକଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ନାଟ୍ୟକାର ରାଜକୁମାର ସାହୁ ଜନ ଜୀବନର ସରଳ ଅଭିବ୍ୟକ୍ତି ହିଁ ଲୋକକଳା ବୋଲି କହିବା ସହ ଲୋକକଳାର…
Read More...

ପାଇକମାଳ ବ୍ଲକ ଶିକ୍ଷା ବିଭାଗର ଅଭିନବ କାର୍ଯ୍ୟକ୍ରମ ‘ଗୋଟିଏ ଦିନ ଗୋଟିଏ ପୃଷ୍ଠା’

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା 'ଗୋଟିଏ ଦିନ ଗୋଟିଏ ପୃଷ୍ଠା' କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବହୁତ ପ୍ରଭାବିତ ହେଉଛନ୍ତି । ମାତ୍ର ଦଶ ଦିନ ଖରା ଛୁଟିରେ ଛାତ୍ରଛାତ୍ରୀମାନଙ୍କ ଘରକୁ ଘର ଶିକ୍ଷକ ଶିକ୍ଷୟତ୍ରୀମାନେ ପହଞ୍ଚି ପିଲାମାନଙ୍କ ପାଠପଢ଼ା…
Read More...

ରାଜବୋଡ଼ାସମ୍ବର ବ୍ଲକ ସରପଞ୍ଚ ମାନଙ୍କୁ ନେଇ ସଧାରଣ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିହାପାଲି ଗ୍ରାମ ପଞ୍ଚାୟତ ପରିସରରେ ସରପଞ୍ଚ ନିରଦରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ରାଜବୋଡ଼ାସମ୍ବର ବ୍ଲକର ସରପଞ୍ଚମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଜମରତଲା ସରପଞ୍ଚ ବିଧୁଭୂଷଣ ଚାନ୍ଦଙ୍କ ଅଧ୍ୟକ୍ଷତାରେ ସଭା…
Read More...

ରାସ୍ତା କାମରେ ମାଟି ପକାଇବା ନେଇ ମାଡପିଟ : ଥାନାରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବରତୁଣ୍ଡା ଗ୍ରାମରେ ଏକ ରାସ୍ତା କାମରେ ମାଟି ପକାଇବା ନେଇ ମାଡପିଟ ଯୋଗୁଁ ପାଇକମାଲ ଥାନାରେ ଅଭିଯୋଗ ହେଇଛି । ଲିଖିତ ଏତଲା ଅନୁଯାୟୀ ବରତୁଣ୍ଡା ଗ୍ରାମର କୃଷ୍ଣ କୁମାର ପଟେଲ ଗତ ୧୦ ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ଘର…
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନ ଓ ବରଗଡ ଆରକ୍ଷୀ ମଧ୍ୟରେ ଆଲୋଚନା ବିଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡାସମ୍ବର କୃଷକ ସଂଗଠନ ଓ ବରଗଡ ଏସ୍‌ପିଙ୍କ ମଧ୍ୟରେ ଏସ୍‌ପିଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇ ଆଗାମୀ ୧୩ ତାରିଖରେ ଜେଲ ଭରୋ ଆନ୍ଦୋଳନ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବରଗଡ ଏସ୍‌ପି ରାହୁଲ ଜୈନ, ପଦ୍ମପୁର ଏସ୍‌ଡିପିଓ…
Read More...

ପଦ୍ମପୁର ପୋଲିସ ହାତରେ ଡ୍ରଗ୍ସ ବେପାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ସମୟରେ ପଡୋଶୀ ଛତିଶଗଡ଼ରୁ ବିଭିନ୍ନ ପ୍ରକାରର ନିଶା ସାମଗ୍ରୀ ଏହି ଅଞ୍ଚଳକୁ ଚୋରାଚାଳାଣ ହୋଇଥାଏ । ଏନେଇ ପ୍ରଶାସନ ଓ ପୋଲିସ ବହୁ ସମୟରେ ଖବର ପାଇ ବହୁ ନିଶାଦ୍ରବ୍ୟ ଜବତ…
Read More...

ଚାଷୀଙ୍କୁ ଏଚ୍‌ଡିଏଫ୍‌ସି କମ୍ପାନୀ ବୀମା ଯୋଗାଇ ନଦେବାର ଷଡଯନ୍ତ୍ର ଅଭିଯୋଗ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପାଖରେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ତ ପ୍ରକାରର ନୀତି ନିୟମକୁ ଉଲଂଘନ କରି ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ କରିଥିବା ଚାଷମାନଙ୍କ ଆବେଦନକୁ ବହୁ ସଂଖ୍ୟାରେ ଏଚ୍‌ଡ଼ିଏଫ୍‌ସି ବୀମା କମ୍ପାନୀ ଖାରଜ କରି ଦେଇଥିବା ନେଇ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଚାଷୀମାନଙ୍କ ଭିତରେ…
Read More...