Browsing Tag

padampur news

ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ବସ୍ ଓଲଟି ୧୫ ଆହତ

ପଦ୍ମପୁର : ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଘଟିଲା ଅଘଟଣ । ବରଗଡ଼ର ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ…
Read More...

ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ବିଜୟ ସଂକଳ୍ପ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଲସାପାଲିଠାରେ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ବିଜୟ ସଂକଳ୍ପ ସମାବେଶ ହୋଇଥିଲା । ଏହି ଅବସରରରେ ୩୦ ହଜାରରୁ ଅଧିକ ମହିଳା ଓ ପୁରୁଷ ବିଜେପି କର୍ମୀ ଯୋଗ ଦେଇଥିଲେ । ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ…
Read More...

ପଦ୍ମଶ୍ରୀ ଭାଗବତଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କଲେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭାରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଧାୟକ ପ୍ରାର୍ଥୀ ସନତ ଗଡତ୍ୟା ଓଡ଼ିଶାର ଗର୍ବ ଗୌରବ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କ ବାସଭବନକୁ ସାକ୍ଷାତ କରିବା ସହ ଆଶୀର୍ବାଦ ଭିକ୍ଷା…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ସତ୍ୟ ନାରାୟଣ ସାହୁ ଗୁରୁଜୀ ଦୀପ ପ୍ରଜ୍ୱଳନ କରି ହିନ୍ଦୁ ନବବର୍ଷର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ । ଦିବା ପର୍ଯ୍ୟାୟ…
Read More...

ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମିର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମି (ଜିଏଏସ୍‌)ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକାମାନେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡ. କାର୍ତ୍ତିକ ପ୍ରଧାନଙ୍କ…
Read More...

ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ରାଜସ୍ୱ ନୀରିକ୍ଷକଙ୍କ ଦୁର୍ବ୍ୟବହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜସ୍ୱ ନୀରିକ୍ଷକଙ୍କ ନାମରେ ଜଣେ ବରିଷ୍ଠ ନାଗରିକ ସରକାରୀ କାର୍ଯ୍ୟାଳୟ ଭିତରେ ଅପମାନିତ କରିଥିବାର ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଗତ ତା ୦୨ - ୦୪ - ୨୦୨୪ ରିଖ ଦିନ ପଦ୍ମପୁରର ଜଣେ ବରିଷ୍ଠ ନାଗରିକ ତଥା ଜଣେ…
Read More...

ଯୋଗ୍ୟ ହିତାଧିକାରୀମାନେ ପ୍ରଶାସନର ଆଢୁଆଳରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଲୋକଙ୍କର ସାମାଜିକ ସୁରକ୍ଷା ନିମନ୍ତେ ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଯୋଜନାରୁ ବଂଚିତ ହେଉଛନ୍ତି । ପଦ୍ମପୁର ବ୍ଲକ୍‌ ଅନ୍ତର୍ଗତ ଭେଉଁରିଆ ପଂଚାୟତର ଦେଉଳି ଗ୍ରାମର…
Read More...

ସଡ଼କ ଦୁର୍ଘଟଣାରେ ଛତ୍ରପୁରର ଟିବି ଚାମ୍ପିୟାନ ମୁନା ବେହେରା ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀନରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ଭିତ୍ତିକ ସ୍ୱେଚ୍ଛାସେବୀ ଟିବି-ଚାମ୍ପିୟାନ ମୁନା ବେହେରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଛନ୍ତି । ସେ ଜଣେ ଯକ୍ଷ୍ମାରୋଗର ନିରାକରଣ ଦାୟିତ୍ଵରେ କାର୍ଯ୍ୟରତ ଅବା ଟିବି…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବିଦ୍ୱତ…
Read More...

ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ଏନେଇ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି । ଏନେଇ ରବିବାର ପବିତ୍ର…
Read More...