ନିଜ ଜନ୍ମମାଟି ପାଇକମାଲରେ ଇଷ୍ଟଦେବୀଙ୍କୁ ପୂଜା କରି ଆଶୀର୍ବାଦ କାମନା କଲେ ପ୍ରଦୀପ ପୁରୋହିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲରେ ତଥା ନିଜ ଜନ୍ମମାଟିରେ ଶନିବାର ନିର୍ବାଚନ ପାଇଁ ଆଶୀର୍ବାଦ କାମନା କରିଛନ୍ତି ପ୍ରଦୀପ ପୁରୋହିତ । ସକାଳେ ବରଗଡ଼ ଲୋକସଭା ଆସନର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ଧର୍ମପତ୍ନୀ ପ୍ରତିମା ପୁରୋହିତଙ୍କ ସହ!-->…
Read More...
Read More...