Browsing Tag

padampur news

ବିଜେପି ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ନିଜର ନାମାଙ୍କନ ଭରି ସାରିଥିବା ବେଳେ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ । ତେବେ ବିରାଟ ବଡ଼ ଏକ ଶୋଭାଯାତ୍ରାରେ…
Read More...

ଗାଁ ମାଟିର ସନ୍ତାନକୁ ଆଶୀର୍ବାଦ୍‌ କରିବାପାଇଁ ଅନୁରୋଧ କଲେ – ପ୍ରଦୀପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ବିଜେପିର ଏକ ଆଶୀର୍ବାଦ୍‌ ସଭା ସୋମବାର ଅନୁଷ୍ଠିତ ହୋଇଥିଲା । ଏହାକୁ ସରୋଜ ସାମଲ ସଂଯୋଜନା କରିଥିଲେ । ଏହି ସଭାରେ ପାଇକମାଳ ନାଗରିକ କମିଟି, ବ୍ୟବସାୟୀ ସଂଘ ଓ ଅନ୍ୟାନ୍ୟ ସଂଘ ସହିତ ଗ୍ରାମର…
Read More...

ଗାଇସିଲାଟ ବିଜେପି କାର୍ଯ୍ୟକର୍ତ୍ତା ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଗାଇସିଲାଟ ନେଲା ବିଜୟର ସଂକଳ୍ପ । ନିଶ୍ଚିତ ବିଜୟର ଦୃଢ ମାନସିକତା ନେବାକୁ 'ବୁଥ ସ୍ତରୀୟ କାର୍ଯ୍ୟ କର' ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ବିଜେପିର କାର୍ଯ୍ୟକର୍ତ୍ତା ସମାବେଶ ଚଂଘରିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ମୋଦି ଗ୍ୟାରେଣ୍ଟି ସଂପର୍କରେ…
Read More...

ଶ୍ରେଣୀଗୃହ ନିର୍ମାଣରେ ଅନିୟମିୟତା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍‌ ଡ଼ଙ୍ଗାଘାଟ ପଞ୍ଚାୟତ ଅନ୍ତର୍ଗତ ପୁଢେରଖାର ଗ୍ରାମ ସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ସାତ ଲକ୍ଷ ଟଙ୍କା ଅନୁଦାନ କରିଛନ୍ତି । ସରକାର କିନ୍ତୁ ଶ୍ରେଣୀଗୃହ ନିର୍ମାଣରେ ଅନିୟମିୟତା ହୋଇଥିବା ଗ୍ରାମବାସୀ କହିଛନ୍ତି ।…
Read More...

ଏଫ୍‌ଏଲ୍‌ଏନ୍‌ ମିଶନ ସଫଳତା ପାଇଁ ଉଦ୍ୟମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତା. ୨୨.୪.୨୪ରିଖ ୮ଟା ସମୟରେ ଧନକଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ତତ୍ତ୍ଵାବଧାନରେ ବ୍ଲକ୍‌ କାର୍ଯ୍ୟାଳୟରେ ଏଫ୍‌ଏଲ୍‌ଏନ୍‌ ମିଶନକୁ ସଫଳ କରିବା ପାଇଁ ୨୦୨୪-୨୫ ଶିକ୍ଷା ବର୍ଷରେ କି କି ପଦକ୍ଷେପ ନେଇ ଗୁଣାତ୍ମକ…
Read More...

ନିୟମିତ ରକ୍ତଦାନ କରୁଥିବା ରକ୍ତଦାତା ନେପାଳ ସାହୁଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାର ରକ୍ତଦାନ ଶିବିରରେ ନିୟମିତ ରକ୍ତଦାନ କରୁଥିବା ଆମର ଜଣେ ସକ୍ରିୟ ରକ୍ତଦାତା ପଦ୍ମପୁର ଉପଖଣ୍ଡ ସରେଇକେଲା ଗ୍ରାମର ନେପାଳ ସାହୁ (୨୮) ଆଜି ସକାଳେ ପଦ୍ମପୁର ଜଗଦଲପୁର ରାସ୍ତାରେ ମଟର ସାଇକେଲରେ ଯାଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ…
Read More...

ଶ୍ରୀ ଶ୍ରୀ ନୃସିଂହନାଥ ଭୋଗ ମଣ୍ଡପରେ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ଼ ଜିଲ୍ଲାର ନୃସିଂହନାଥ ମନ୍ଦିର ଭୋଗମଣ୍ଡପରେ ଶୁକ୍ରବାର ଆଗାମୀ ବୈଶାଖ ମେଳା ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଓଡୁ ସଭାପତିତ୍ୱ କରି ଥିବା ବେଳେ…
Read More...

ଘେଁସ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦେବରାଜ ସାହୁଙ୍କ ସଭାପତିତ୍ୱରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ମୀନକେତନ ସାହୁ, ସମ୍ପାଦକ ଜିଲ୍ଲା ପରିବେଶ ସୁରକ୍ଷା…
Read More...

ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ବସ୍ ଓଲଟି ୧୫ ଆହତ

ପଦ୍ମପୁର : ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଘଟିଲା ଅଘଟଣ । ବରଗଡ଼ର ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ…
Read More...

ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ବିଜୟ ସଂକଳ୍ପ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଲସାପାଲିଠାରେ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ବିଜୟ ସଂକଳ୍ପ ସମାବେଶ ହୋଇଥିଲା । ଏହି ଅବସରରରେ ୩୦ ହଜାରରୁ ଅଧିକ ମହିଳା ଓ ପୁରୁଷ ବିଜେପି କର୍ମୀ ଯୋଗ ଦେଇଥିଲେ । ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ…
Read More...