କେନ୍ଦୁପତ୍ର ବିଭାଗରେ ଭତ୍ତା ପାଉଥିବା ବୟସ୍କ ମହିଳାମାନଙ୍କୁ କାମରେ ଲଗାଇ ମାଲେ ମାଲ୍ ଅଧିକାରୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ବ୍ଲକ ଅନ୍ତର୍ଗତ ସାନସାହାଜବାହାଲ କେନ୍ଦୁପତ୍ର ଫଡ଼ିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରଚଣ୍ଡ ଖରାରେ ବୟସ୍କ ବୃଦ୍ଧା ମହିଳା ଯେଉଁମାନେ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଉଛନ୍ତି!-->…
Read More...
Read More...