ୟୁପିରେ ସଡକ ଦୁର୍ଘଟଣାରେ ୮ ମୃତ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ସିର୍ଦ୍ଧାଥ ନଗର ଜିଲ୍ଲାର ଜାତୀୟ ରାଜପଥ ୩୮ରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ଗୋଟିଏ ଜିପ୍ ଧକ୍କା ଦେବାରୁ ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ଜିପ୍ଟି ଏକ!-->…
Read More...
Read More...