Browsing Tag

loisingha news

ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୧୫୦ ଚାଷୀଙ୍କୁ ୟୁରିଆ ସାର ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ୟୁରିଆ ସାରର କୁତ୍ରିମ ଅଭାବ ଦେଖାଦେଇଛି । ଫଳରେ ଚାଷୀ କଲାବଜାରୀଙ୍କଠାରୁ ଚଢାଦରରେ ସାର କିଣୁଛନ୍ତି । ଏପରିକି ସାର ପାଇଁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେଣୁ ଉକ୍ତ ୟୁରିଆ ସାରକୁ ଚାଷୀଙ୍କ ପାଖରେ ଠିକ ଭାବରେ ପହଂଚାଇବାର ଲକ୍ଷ୍ୟ ନେଇ
Read More...

ଗ୍ରାମାଂଚଳର ବିକାଶ ପଥେ ଲୋଇସିଂହା ବିଧାୟକ: ଗାଁ ଆଲୋକୀକରଣ, ପାନୀୟ ଜଳର ବ୍ୟବସ୍ଥା ଓ ଭୂମୀହୀନଙ୍କୁ ଜମିପଟ୍ଟା ପ୍ରଦାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ସପ୍ତାହରେ ଗ୍ରାମାଂଚଳର ବିକାଶ ପଥରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ନିଜ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ୩ ବ୍ଲକ ଗସ୍ତ କରିଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକ ଅଧୀନସ୍ଥ ୩୪ ନମ୍ବର ଜିଲ୍ଲା ପରିଷଦ ଅଂଚଳର ଗାଁମାନଙ୍କରେ ଆଲୋକୀକରଣ
Read More...

ବେସାହାରା ମା’ ଝିଅଙ୍କୁ ଘର ସହାୟତା ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଗତ ସମୟର ଲଗାତାର ବର୍ଷାରେ ବହୁ ଘରଦ୍ୱାର ଭାଙ୍ଗିପଡିଛି । ଏପରିକି ବହୁ ପରିବାର ବେସାହାରା ହୋଇ ପଡିଥିବା ବେଳେ ଲୋଇସିଂହା ନୁଆଁପଡାସ୍ଥିତ ବିଧବା ମାଳତୀ ମାଝୀଙ୍କ ଘର ସଂପୁର୍ଣ୍ଣ ଭୁଷୁଡି ପଡିଛି । ଫଳରେ ବିଧବା ମା’ ସହ ଅବିବାହିତ ଝିଅ ବେସାହାରା
Read More...

ଲୋଇସିଂହା ବିଜେପି ପକ୍ଷରୁ ରୋଗୀଙ୍କୁ ଫଳ ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସପ୍ତାହକୁ ପାଳନ କରା ଯାଉଥିବା ସେବା ସପ୍ତାହ ପାଳନ ଅବସରରେ ଲୋଇସିଂହା ବିଜେପି ପକ୍ଷରୁ ରୋଗୀଙ୍କୁ ଫଳ ବଂଟନ କରାଯାଇଛି । ଲୋଇସିଂହା ୩୩ ନମ୍ବର ଜୋନ ମଣ୍ଡଳ ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ
Read More...

ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ହୃଷୀକେଶ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ପଞ୍ଚାୟତ ବବଜା ଗାଁର ହୃଷିକେଶ ଗଡତ୍ୟା । ସେ ଗତ ୨୦୧୨ ମସିହାରୁ ଭିନ୍ନକ୍ଷମ ଅବସ୍ଥାରେ ଅଛନ୍ତି । ସାଙ୍ଗରେ ତାଙ୍କର ସ୍ତ୍ରୀ ମଧ୍ୟ ରହନ୍ତି । ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରି କଷ୍ଟେ
Read More...

ବେଆଇନ ଭାବେ ବିଦ୍ୟୁତ ସଂଯୋଗ, ପ୍ରକୃତ ଉପଭୋକ୍ତା ହଇରାଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗାଁକୁ ଚୁଡାପାଲି ସେକସନରୁ ବିଦ୍ୟୁତ ବଣ୍ଟନ ହେଉଛି । ନଈନାଳ, ବଣ ପାହାଡ଼ ଘେରା ଅଂଚଳ ହେତୁ ସପ୍ତାହରେ ଦୁଇ ତିନି ଦିନ ଜନସାଧାରଣ ବିଦ୍ୟୁତ ସେବାରୁ ବଂଚିତ ହେଉଛନ୍ତି । ଅପରପକ୍ଷେ କୌଣସି ସମସ୍ୟା ହେଲେ ବିଦ୍ୟୁତ
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲିରେ ଗୁରୁଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିରେ ଭରଚୁଆଲ ଗୁରୁଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବଳରାମ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଲୋଇସିଂହା ବିଧାୟକ ଡ଼ଃ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ଲୋଇସିଂହା ବିଧାୟକଙ୍କ ବିରୋଧରେ ନାରାବାଜି ପୂର୍ବକ ଭିଡିଓ ଭାଇରାଲ : ବିଜେପି ପକ୍ଷରୁ ଥାନାରେ ଏତାଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଷୀଙ୍କ ଫସଲ ବୀମା ରାଶି ଓ ସାର କଳାବଜାର କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବଲାଙ୍ଗିର ଜିଲା ଆଗଲପୁର ଅଞ୍ଚଳର କେତେକ ଚାଷୀ ଆଗଲପୁର ଡୁଡୁକା ବ୍ଲକ କାର୍ୟ୍ୟାଳୟ ଆଗରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଲୋଇସିଂହା ବିଧାୟକଙ୍କ ବିରୋଧରେ
Read More...

କୁଶଙ୍ଗକୁ ୭୨ ଘଂଟା ସଟ୍‌ଡାଉନ୍‌ କଲେ ସରପଞ୍ଚ

ଲୋଇସିଂହା, (କେପିଏନ୍‌ଏସ୍‌) : ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ବ୍ଲକ୍‌ ଅଧୀନସ୍ଥ କୁଶଙ୍ଗ ପଞ୍ଚାୟତ ଅଂଚଳକୁ ୭୨ ଘଂଟା ପାଇଁ ସଟ୍‌ଡାଉନ୍‌ କରିଛନ୍ତି ସରପଞ୍ଚ ଯଦୁମଣି ପଧାନ । ତେବେ ସୂଚନା ଅନୁସାରେ ୨୭ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର
Read More...

ଲୋଇସିଂହାକୁ ୭୨ ଘଣ୍ଟିଆ ସଟଡାଉନ ଘୋଷଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଭଳି ଛୋଟ ସହର ତଥା ବ୍ଲକ ଅଂଚଳରେ ମହାମାରୀ କରୋନା ଥମିବାର ନାଁ ନେଉନାହିଁ । ବୁଧବାର ଲୋଇସିଂହା ସହରରେ ମୋଟ ୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ୧୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଧାରଣରେ ଏକ ଭୟର ବାତାବରଣ ଦେଖାଦେଇଛି । ଫଳରେ
Read More...