Browsing Tag

loisingha news

ଲୋଇସିଂହା ବ୍ଲକକୁ ମରୁଡି ଘୋଷଣା ଦାବୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଆବଶ୍ୟକତା ଠାରୁ ଖୁବ୍‌ କମ ପରିମାଣର ବର୍ଷା ହୋଇଥିବାରୁ ଲୋଇସିଂହା ବ୍ଲକ ସମେତ ସମଗ୍ର ବଲାଙ୍ଗିର ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଚାଷୀଙ୍କ ସମସ୍ତ ପ୍ରକାର କୃଷିରୁଣ, ଜଳକର ଛାଡ଼ ସମେତ ଚଳିତ ମରୁଡ଼ିକୁ ପ୍ରାକୃତିକ
Read More...

ସମ୍ବର୍ଦ୍ଧନା ସଭାରେ ବ୍ଳକ ସଭାନେତ୍ରୀ ଜୋଷ୍ଣ।ଙ୍କୁ ସମ୍ବର୍ଦ୍ଧିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ନୂତନ ଭାବେ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ଳକ ସଭାନେତ୍ରୀ ଜୋଷ୍ଣ।ମୟୀ ନାଗଙ୍କୁ ବିଜେଡି ଦଳ ପକ୍ଷରୁ ସମ୍ବର୍ଦ୍ଧନା ସଭାରେ
Read More...

ବୁର୍ଡ।ରେ ବିଜେଡିର ସମ୍ବର୍ଦ୍ଧନା ଉତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ବୁର୍ଡ। ଡାକ ବଙ୍ଗଳା ଠାରେ ବିଜୁ ଯୁବ ଜନତା ଦଳର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବ୍ଲକ ସଭାପତି ପ୍ରକାଶ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ
Read More...

ଥାନା ଅଭ୍ୟର୍ଥନା ପ୍ରକୋଷ୍ଠ ପାଲଟିଛି ଶିଶୁଙ୍କ ମନୋରଞ୍ଜନ ସ୍ଥଳୀ

ଲୋଇସିଂହା, (କେପିଏନ୍‌ଏସ୍‌) : ମୋ ସରକାର ଯୋଜନା ଅଧୀନରେ ପ୍ରତି ଥାନାରେ ଖୋଲାଯାଇଛି ସ୍ୱତନ୍ତ୍ର ଅଭ୍ୟର୍ଥନା ପ୍ରକୋଷ୍ଠ ତଥା ମହିଳା ଓ ଶିଶୁ ଡେସ୍କ । ତେବେ କୌଣସି ଅଭିଯୋଗ ପାଇଁ ଥାନାର ଦ୍ୱାରସ୍ଥ ହେଉଥିବା ଅଭିଯୋଗକାରୀଙ୍କ ସାଙ୍ଗରେ ଆସିଥିବା ଛୋଟ ଛୋଟ ଛୁଆ ମାନେ ସେଠାରେ ଅପେକ୍ଷାରତ ନିଜ
Read More...

ବାଇକ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଇକ ଚୋରି କରି ଫେରାର ହେଉଥିବା ବେଳେ ଲୋଇସିଂହା ଥାନା ଝରଣୀପାଲି ଠାରେ ସ୍ଥାନୀୟ ଲୋକେ ଲୁଟେରା ମାନଙ୍କୁ କାବୁ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଝରଣିପାଲି ପଂଚାୟତ ପୋଢ଼ପାଲି ଗ୍ରାମର ଭଗବାନ ସାହୁ ନିଜ ହେରୋହୋଣ୍ଡା ଗାଡ଼ିରେ ଜମିକୁ ମୁଗଚାଷ
Read More...

ଲୋଇସିଂହା ହସ୍ପିଟାଲରେ ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନୈକ ରୋଗୀଙ୍କୁ ୬ ମାସ ତଳର ଏକ୍ସପାଏରି ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟଣା
Read More...

ଲୋଇସିଂହା ବ୍ଳକ ସଭାନେତ୍ରୀ ଭାବେ ଜୋତ୍ସ୍ନା ମନୋନୀତ

ଲୋଇସିଂହା, (କେପିଏନଏସ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଦ୍ଵିତୀୟ ଥର ପାଇଁ ବ୍ଳକ ସଭାନେତ୍ରୀ ଭାବେ ଜୋତ୍ସ୍ନାମୟୀ ନାଗ ମନୋନୀତ ହୋଇଛନ୍ତି। ତେବେ ରାଜ୍ୟ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି
Read More...

ଲୋଇସିଂହାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୧୦୧ ୟୁନିଟ ରକ୍ତ ସଂଗ୍ରହ

ଲୋଇସିଂହା, (କେପିଏନ୍‌ଏସ୍‌) : ବିଜେଡି ଛାତ୍ର ଜନତା ଦଳ ସୌଜନ୍ୟରୁ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମ ଦିବସ ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଲୋଇସିଂହା ଅଗ୍ରସେନ ଭବନ ଠାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୦୧ ୟୁନିଟ ରକ୍ତ
Read More...

ଗୁରୁତର ଅଭିଯୋଗ : ଜାତୀୟ ପତାକାକୁ ଅବମାନନା ଅଭିଯୋଗ ଆଣିବାରୁ ପିଟିଲେ ସାର୍

ଲୋଇସିଂହା, (କେପିଏନ୍‌ଏସ୍‌) : ପତାକା ପାଇଁ ପାହାର । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଘୁଙ୍ଗି ଗାଁରେ । ଅଭିଯୋଗ ଅନୁସାରେ ରବିବାର ଘୁଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । କିନ୍ତୁ ସନ୍ଧ୍ୟାରେ ଆଉ ସ୍କୁଲର ଜାତୀୟ ପତାକାକୁ
Read More...

ପଲ୍ଲୀ ଆଲୋକ ପାଠାଗାରଠାରେ ସ୍ୱାଧୀନତା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବତିଆ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ
Read More...