Browsing Tag

loisingha news

ବାଇକ ଦୁର୍ଘଟଣାରେ ୩ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କନ୍ଦାଜୁରୀଠାରେ ବାଇକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଆହତମାନେ ହେଲେ ବଲାଙ୍ଗିର ଜିଲ୍ଲା ବନ୍ଧପଡା ଥାନା ଅଧିନ ସତୀଘାଟ ଗ୍ରାମର ତେଜରାଜ ବରିହା,
Read More...

କନ୍ଦାଜୁରୀ ଗ୍ରାମରେ ଆଇନ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମରେ ତାଲୁକ ଆଇନ ସେବା କମିଟି, ଲୋଇସିଂହା ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଆଇନ ସେବା କମିଟି ଅଧ୍ୟକ୍ଷା ସୁଶ୍ରୀ
Read More...

ଚାଷୀ ଆନ୍ଦୋଳନକୁ ଲୋଇସିଂହାରେ ବିପୁଳ ସମର୍ଥନ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଚାଷୀ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରାକୁ ଲୋଇସିଂହା ନବନିର୍ମାଣ କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ୨୬ନଂ ଜାତୀୟ ରାଜପଥକୁ ସକାଳ ୬ଟାରୁ ଅବରୋଧ କରାଯାଇଛି ।
Read More...

ତହଁକ୍ କୁଟୁମ୍ ତରଫରୁ ନୂଆଁଖାଇ ମହୋତ୍ସବ ପାଳିତ : ନାଚ୍‌ଗୀତ୍‌ ଥି ଗର୍‌ଜିଲା ମଚାନ୍

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ଅନ୍ତର୍ଗତ ତାଲଜୁରି ଗ୍ରାମରେ ତହଁକ୍ କୁଟୁମ୍ ତରଫରୁ ନୂଆଁଖାଇ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ଗ୍ରାମବାସୀ ନିଜ ନିଜ ଘର ଆଗରେ କଳସ ବସାଇ କବି କଲାକାର ମାନଙ୍କୁ ସ୍ଵାଗତ କରିଥିଲେ । ଏହି ନିଆରା ପରମ୍ପରା ଗାଁରେ ତିଆରି
Read More...

ଆଦର୍ଶ ଶିକ୍ଷକ ବିନାୟକ ବିଶ୍ୱାଳଙ୍କ ଦେହାନ୍ତ

ଲୋଇସଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ରତାଖଣ୍ଡି ଗ୍ରା.ପ. ଅନ୍ତର୍ଗତ ଫଲସାମାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିନାୟକ ବିଶ୍ୱାଳ(୩୮)ଙ୍କ ଗତକାଲି ସକାଳ ୭ଘଂଟା ସମୟରେ ଦେହାନ୍ତ ହୋଇଥିବା ଖବର ମିଳିଛି । ପ୍ରାୟ ୩ ମାସ ହେବ ସେ କିଡିନି ରୋଗରେ ଆକ୍ରାନ୍ତ ହେବା ପରେ କଟକ, ଭୁବନେଶ୍ୱର
Read More...

ଲୋଇସିଂହା ପରିମଳ ବ୍ୟବସ୍ଥା ସୁଧାର ନେଇ ବିଡିଓଙ୍କୁ ଦାବୀପତ୍ର ଦେଲା ଲୋଇସିଂହା ବ୍ଲକ ସାମ୍ବାଦିକ ସଂଘ

ଲୋଇସିଂହା, (ସୁଶିଲ କୁମାର ମିଶ୍ର) : ଲୋଇସିଂହା ଠାରେ ପରିମଳ ବ୍ୟବସ୍ଥା ସୁଧାର ପାଇଁ ୩ଦଫା ଦାବୀ ନେଇ ଲୋଇସିଂହା ବ୍ଲକ ସାମ୍ବାଦିକ ସଂଘ ଗତ ୧୫ ତାରିଖରେ ଲୋଇସିଂହା ସରପଂଚ, ବିଡିଓ, ତହସିଲଦାର, ଆଇଆଇସିଙ୍କୁ ଲିଖିତ ଆକାରରେ ଜଣାଇଥିଳେ । ଉକ୍ତ ସମସ୍ୟାର ସମାଧାନ ପାଇଁ ୧୯ତାରିଖ ପର୍ଯ୍ୟନ୍ତ
Read More...

ଶ୍ୱଶୁର ଘରେ ଧର୍ମପତ୍ନୀଙ୍କୁ ହତ୍ୟା କରି ନୃଶଂସ ସ୍ୱାମୀ ଫେରାର

ଲୋଇସିଂହା, (କେପିଏନ୍‌ଏସ୍‌) : ଶ୍ୱଶୁର ଘରେ ଧର୍ମପତ୍ନୀଙ୍କୁ ହତ୍ୟା କରି ନୃଶଂସ ସ୍ୱାମୀ ଫେରାର ହୋଇଥିବା ଭଳି ଏକ ଅଭିଯୋଗ ଆସିଛି ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅର୍ନ୍ତଗତ ଫଟାମୁଣ୍ଡା ଗାଁରେ । ସୂଚନା ମୁତାବକ ସାତ ବର୍ଷ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର
Read More...

ଓଡିଶା ମୋ ପରିବାର ଆନୁକୂଲ୍ୟରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ଲୋଇସିଂହା ଠାରେ ଗୁରୁପୂଜନ ସମାରୋହ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ସ୍ଥିତ ଆଦିବାସୀ ଭବନ ଠାରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଓଡ଼ିଆ ମୋ ପରିବାର ଆନୁକୂଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ୫୦ରୁ ଉର୍ଦ୍ଧ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ
Read More...

ଆଗାମୀ ନିର୍ବାଚନ ପାଇଁ ବିଜେଡି ମହିଳା ଶାଖାର କାର୍ଯ୍ୟକାରିଣୀ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : କିଛି ମାସ ପରେ ପଞ୍ଚାୟତ ନିର୍ବାଚନ । ତେବେ ବିଜେଡି ଦଳ ପକ୍ଷରୁ ଅନେକ ସାଂଗଠନିକ ସଭା ସମେତ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ମହିଳା ଶାଖାକୁ ଆଗାମୀ ଦିନରେ ସୁଦୃଢ କରିବା ପାଇଁ ଆଜି
Read More...

ବୁଢ଼ୀପଦର ପଞ୍ଚାୟତକୁ ମରୁଡି ଘୋଷଣା ନିମନ୍ତେ ଦାବୀପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତକୁ ମରୁଡି ଘୋଷଣା ଦାବୀରେ ବିଡ଼ିଓ ଏବଂ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଗତ ଅଗଷ୍ଟ ୨୯ରେ ସ୍ଥାନୀୟ ରାଜୀବ ଭବନ ଠାରେ ସୁଧାଂଶୁ ଶେଖର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ
Read More...