Browsing Tag

loisingha news

ଅସ୍ଥାୟୀ ପିଅନ ନିଯୁକ୍ତିରେ ଅନିୟମିତତା ଅଭିଯୋଗ : ପ୍ରଶାସକଙ୍କ ଭୂମିକା ସନ୍ଦେହ ଘେରରେ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଲୋଇସିଂହା ଓ ଆଗଲପୁର ବ୍ଲକର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତିଗୁଡିକରେ କିଛିଦିନ ତଳେ ଅସ୍ଥାୟୀ ପିଅନ ତଥା କର୍ମଚାରୀ ନିଯୁକ୍ତି ଦିଆଯାଇଛି । ତେବେ ଏହି ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା
Read More...

ଆକର୍ଷଣୀୟ ହେଉଛି ଡାଲଖାଇ ପାହାଡ଼

ଲୋଇସିଂହା, (କେପିଏନ୍‌ଏସ୍‌) : ପଥର ଉପରେ ପଥର ରହି ସଜେଇ ହୋଇଛି ଗୁମ୍ଫା । ଗୁମ୍ଫାରେ ରହିଛି ବିଭିନ୍ନ କିମ୍ବଦନ୍ତୀ । ଯାହାକି ସାଧାରଣ ଦର୍ଶକଙ୍କ ପାଇଁ ମନମୁଗ୍ଧକର । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ଵ ହେଲା ସ୍ଥାନୀୟ ଲୋକଙ୍କ ପାଇଁ ଏହି ପାହାଡ଼ ଏକ ମନଲୋଭା ସ୍ଥାନ ପାଲଟି ଥିବା ବେଳେ ଏବେ
Read More...

ପିକ୍‌ଅପ୍‌ ଭ୍ୟାନ ସହ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କରଲିପାଟଠାରେ ଏକ ମେକ୍ସ ପିକ୍‌ଅପ୍‌ ଗାଡି ନମ୍ବର(ଓଡି-୦୫-ବିଏ-୪୨୧୧) ବହୁ ପରମାଣରେ ଗଞ୍ଜେଇସହ ଗାଡିକୁ ଧରିବାରେ ବଲାଙ୍ଗିର ଫରେଷ୍ଟ ଡିପାର୍ଟମେଣ୍ଟ ସଫଳ ହୋଇଛି । ବଲାଙ୍ଗିର ଫରେଷ୍ଟ ଡିପାର୍ଟମେଣ୍ଟ ପିକ୍‌ଅପ୍‌
Read More...

ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ସଲତରପାଲି ଗ୍ରାମରେ ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳ
Read More...

ବିଜେଡିର ସାଧାରଣ ସଭା ଓ ମିଶ୍ରଣ ପର୍ବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବ୍ଳକର ରତାଖଣ୍ଡି ଗ୍ରାମ ପଞ୍ଚାୟତର ଦାଣ୍ଡପାଣି ଗ୍ରାମବାସୀଙ୍କୁ ନେଇ ଏକ ସାଧାରଣ ସଭା ଓ ମିଶ୍ରଣ ପର୍ବ ବ୍ଳକ ଯୁବ କାର୍ଯ୍ୟକାରୀ ସଭାପତି ଅନନ୍ତ ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଲୋଇସିଂହା ବ୍ଳକରେ ବିଜେଡିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ : ବିଜେଡିରେ ସାମିଲ ହେବା ପାଇଁ ଲୋକଙ୍କ ଲମ୍ୱା ଲାଇନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକର ୩୪ ନମ୍ବର ଜୋନରେ ଆଜି ମିଶ୍ରଣ ପର୍ବ ଓ ଆଗାମୀ ଦିନରେ ହେବାକୁ ଯାଉ ଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ସୁଦୃଢ କରିବା ପାଇଁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବ୍ଳକ ବିଜେଡି କାର୍ଯ୍ୟକାରୀ ସଭାପତି
Read More...

ଚାଷୀ ସର୍ବେକ୍ଷଣ ଫର୍ମ ପୂରଣ ନେଇ ଟଙ୍କା ଆଦାୟ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : 'କାଳିଆ' ଯୋଜନାରେ ସହାୟତା ପାଉଥିବା ଚାଷୀଙ୍କ ବାବଦରେ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାର କୃଷି ବିଭାଗକୁ ନିର୍ଦେଶ ନାମା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଲକର ୨୦ଟି ଯାକ ପଂଚାୟତର ଚାଷୀଙ୍କଠାରୁ ରବିବାର ସ୍ଥାନୀୟ କୃଷି ବିଭାଗ
Read More...

ଦୃଢ଼ ଇଛା ଶକ୍ତି ଓ ପ୍ରୟାସ ଆଗରେ ହାର ମାନିଲା ସଫଳତା : ଓଡିଶା ପ୍ରଶାସନିକ ସେବାରେ ଉତ୍ତୀଣ୍ଣ ହେଲେ ଚିତ୍ତରଂଜନ…

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଯେତେବେଳେ ଗ୍ରାଜୁଏସନ କରିବା ପାଇଁ ରେଳ ଯୋଗେ ରାୟଗଡା ଯାତ୍ରା କରୁଥିଲେ, ସେ ସମୟରେ ସମାଜର ଅବହେଳିତ ବର୍ଗଙ୍କ ଅବସ୍ଥା ଦେଖି ମନରେ ଏକ ଭାବନା ଜାତ ହୋଇଥିଲା । ସେମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେଥିପାଇଁ ମନ ବ୍ୟଗ୍ର
Read More...

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂତନ ଏଟିଏମ୍‌ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବସଷ୍ଟାଣ୍ଡଠାରେ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ନୂତନ ଏଟିଏମ୍‌ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ କରିଥିଲେ । ବ୍ୟାଙ୍କର ହୀରପୁର ଶାଖା ପରିଚାଳକ ଚିତ୍ତରଞ୍ଜନ
Read More...

କନ୍ଦାଜୁରୀ ଗ୍ରାମରେ ଆଇନ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମରେ ତାଲୁକ ଆଇନ ସେବା କମିଟି, ଲୋଇସିଂହା ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଆଇନ ସେବା କମିଟି ଅଧ୍ୟକ୍ଷା ସୁଶ୍ରୀ
Read More...