Browsing Tag

loisingha news

ଭାଲୁପାଲି ଗାଁ ଭିତରେ ବୁଲୁଛନ୍ତି ଏବେ ହାତୀ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗାଁ ଭିତରେ ବୁଲୁଛନ୍ତି ଏବେ ହାତୀ । ଏବେ ଏବେ ନିଆଯାଇଥିବା ଭିଡ଼ିଓରେ ଏହା ସ୍ପଟ ଦୃଶ୍ୟମାନ । ପାଖାପାଖି ୧୫ ରୁ ୨୦ଟି ହାତୀ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରିରେ ପଶି ସମସ୍ତ ଧାନ
Read More...

ହାତୀପଲଙ୍କ ଉପଦ୍ରବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଗତକାଲି ରାତି ୮ଟାରୁ ସକାଳ ପର୍ଯ୍ୟନ୍ତ ପାଖାପାଖି ୧୫ରୁ ୨୦ଟି ହାତୀପଲ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରୀରେ ପଶି ସମସ୍ତ ଧାନ ଖାଇ ଓ ମାଡିଦଳି ନଷ୍ଟ କରି ଦେଇଥିବା ଅଭିଯୋଗ
Read More...

ସରପଞ୍ଚଙ୍କ ଉଦ୍ୟମରେ ପାର୍କ ନିର୍ମାଣକୁ ପ୍ରଶଂସା କଲେ ଜିଲ୍ଲାପାଳ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢୀ ପଦର ପଞ୍ଚାୟତରେ ପ୍ରଥମ ଥର ପାଇଁ ସରପଞ୍ଚଙ୍କ ଉଦ୍ୟମରେ ଏକ ପାର୍କ ନିର୍ମାଣ ସଫଳ ହେବାକୁ ଯାଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଛଅ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପରିମାଣରେ ନେଗୀପାଲି ସିମାନ୍ତ ବଲାଙ୍ଗିର-ବରଗଡ ୨୬ ନମ୍ବର
Read More...

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଶୋଭାଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌): ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ବ୍ଲକ ଯୁବ ସଭାପତି ପ୍ରକାଶ ମହାରଣାଙ୍କ ସଭାପତିତ୍ୱରେ ରାଜ୍ୟ ପରିଷଦ ସଭ୍ୟ
Read More...

ଲୋଇସିଂହା ଅଞ୍ଚଳରେ ସଟା ଚଢ଼ାଉ, ୩ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସଟା ଖେଲାଉଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୩୨୦୦ ଟଙ୍କା ଓ ସଟା ସମ୍ବନ୍ଧୀୟ କାଗଜପତ୍ର ଜବତ କରିଥିବା ଜଣାପଡିଛି । ଗିରଫ ବ୍ୟକ୍ତିମାନେ ହେଲେ କୁଟେନପାଲି ଗ୍ରାମର
Read More...

ପର୍ଦ୍ଧିଆପାଲିରେ ବିଶ୍ୱ ପାଇଖାନା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲୋଇସିଂହା ବ୍ଲକ ଅନ୍ତର୍ଗତ ପର୍ଦ୍ଧିଆପାଲି ଗାଁରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପାଇଖାନା ଦିବସ ଅବସରରେ ସ୍ଥାନୀୟ ୱାର୍ଲଡ଼ ଭିଜନ ଇଣ୍ଡିଆ ଲୋଇସିଂହା
Read More...

ଝାରମୁଣ୍ଡାରେ ଜନ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଲ୍ୟବିବାହ ଓ ଯୌତୁକ ରାକ୍ଷସ ଭଳି ଘୃଣ୍ୟ ପ୍ରଥାକୁ ସମୂଳେ ନାଶ କରିବା ସହ ନାରୀ ନିର୍ଯ୍ୟାତନା ଭଳି କୁସଂସ୍କାରକୁ ସମାଜରୁ ହଟାଇବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଝରମୁଣ୍ଡ। ଏଥଲେଟିକ ଏସୋସିଏସନ୍‌ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ
Read More...

ଲୋଇସିଂହା ବସ୍ତି ରେଲୱେ ଫାଟକ ରାସ୍ତା, ଅପେକ୍ଷା ପରେ ଦୁର୍ଦ୍ଦଶା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବସ୍ତିକୁ ସଂଯୋଗ କରୁଥିବା ରେଲୱେ ଫାଟକ ରାସ୍ତାରେ ଲୋଇସିଂହାବାସୀଙ୍କ ଦୀର୍ଘ ଦିନର ଦାବୀ ରେଲୱେ ଓଭର ବ୍ରିଜ ବଦଳରେ ଭୂତଳ ପୋଲ ନିର୍ମାଣ କଲା ରେଳ ବିଭାଗ । କିନ୍ତୁ ଲୋକଙ୍କ ଦାବୀ ଅନୁଯାୟୀ ରେଳ ବିଭାଗ ଆବଶ୍ୟକତା ପୂରଣ କରିନପାରି ଯାହା ଘଟିବ ବୋଲି
Read More...

ଜୟ ମା’ ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ମାଣ୍ଡିଆ ପଦରଠାରେ ଜୟ ମା' ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ ରୟାଲ ଷ୍ଟାର ତରଫରୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚକୁ ଶୁଭାରମ୍ଭ କରିଥିଲେ ଲୋଇସିଂହା ବ୍ଲକ
Read More...

ନୂତନ କିସମର ଚାପ ସହଣୀ ଅଧିକ ଅମଳକ୍ଷମ ପୁଷ୍ଟିଯୁକ୍ତ ଧାନକୁ ପରୀକ୍ଷାମୂଳକ ଭାବେ ପରୀକ୍ଷଣ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକଠାରେ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଓ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ନୂତନ କିସମର ଚାପ ସହଣୀ ଅଧିକ ଅମଳକ୍ଷମ ପୁଷ୍ଟିଯୁକ୍ତ ଧାନକୁ
Read More...