Browsing Tag

loisingha news

ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ ବନ୍ଧୁ ମିଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଯୋଗୀସର୍ଡା ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ସପରିବାର ଜମା ହୋଇଥିଲେ । ଗତ ୨୦୨୧ ମେ’ ମାସ ୯ ତାରିଖ ଦିନ ଜଣେ ସହପାଠୀ ନିମାଇଁ ଚରଣ ନାଗ…
Read More...

ଗୋରୁ ବୋଝେଇ କଣ୍ଟେନରକୁ ଛାଡିଦେଲା ଲୋଇସିଂହା ପୋଲିସ୍‌ : ସାଧାରଣରେ ଚର୍ଚ୍ଚା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସ୍ଥାନୀୟ ପୋଲିସ ଏହାକୁ ରୋକିବାରେ ବିଫଳ ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ସାଧାରଣରେ ଆଲୋଚନା ହେଉଛି ଯେ, ଗୋରୁ ଚାଲାଣକାରୀ ଓ…
Read More...

ନଆଗାଁ ରେ ଗୋଣ୍ଡୱାନା ଗୋଣ୍ଡ ମହାସଭା ବୈଠକ

ଲୋଇସିଂହା (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜର ସାମାଜିକ ସ୍ରୋତରୁ ଓହରି ଯାଇଥିବା ୫୫ଟି ପରିବାରକୁ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଯାଇଥିଲା । ନଅଗାଁ ସର୍କଲ ସଭାପତି ନୀଳକଣ୍ଠ…
Read More...

ଲୋଇସିଂହା ଆଦିବାସୀ ଭବନଠାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଲୋଇସିଂହା (କେପିଏନ୍‌ଏସ୍‌) : ତ୍ରିଲୋଚନ ନେତ୍ରାଳୟ, ସମ୍ବଲପୁର ଆନୁକୂଲ୍ୟରେ ଲୋଇସିଂହା ଆଦିବାସୀ ଭବନଠାରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫୬ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୬୦ ଜଣକୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚୟନ କରାଯାଇ…
Read More...

ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଳକ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟ ଅତିଥି ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ ହୋଇଯାଇଛି । ରାଜନୀତିଠାରୁ ଉର୍ଦ୍ଧ୍ବରେ ରହି ଶିକ୍ଷାର ବିକାଶ ଓ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ଆହ୍ବାନ ଦେବା ସହ…
Read More...

ଝାରମୁଣ୍ଡାରେ ଜିଲ୍ଲାସ୍ତରୀୟ ଯୁବ ସମ୍ମିଳନୀ

ଲୋଇସିଂହା, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର, ବଲାଙ୍ଗିର ଓ ଏଥ୍‌ଲେଟିକ ଆସୋସିଏସନ୍‌, ଝାରମୁଣ୍ଡା ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ମିନି ଷ୍ଟାଡିୟମଠାରେ ଜିଲ୍ଲା ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ର ଜିଲା ସଂଯୋଜକ ଏ.ଭି.ନରସିଂହା…
Read More...

ଲୋଇସିଂହା ମାନାଛକଠାରେ ନୂତନ ବର୍ଷକୁ ସ୍ୱାଗତ ସମାରୋହ

ଲୋଇସିଂହା, (କେପିଏନ୍‌ଏସ୍‌) : ନବବର୍ଷ-୨୦୨୨କୁ ସ୍ୱାଗତ କରିବା ପାଇଁ ଲୋଇସିଂହା ମାନାଛକଠାରେ ଶିଶୁମାନଙ୍କୁ ନେଇ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ଛୋଟ ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ନଯୁ…
Read More...

ରତାଖଣ୍ଡିରେ ଆଦିବାସୀ ସମାବେଶ : ଆଦିବାସୀ ସଂରକ୍ଷିତ ଆସନରେ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ପ୍ରସ୍ତାବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ରତାଖଣ୍ଡି ଗ୍ରାମ ଠାରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ସଂଘର ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ…
Read More...

ଭରସୁଜାର ମା’ ଛେଲିଆପାଟ ମିନି ଷ୍ଟାଡିୟମକୁ ଉଦ୍‌ଘାଟନ କଲେ ବିଧାୟକ ନରସିଂହ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମପଞ୍ଚାୟତର ମା' ଛେଲିଆପାଟ ମିନି ଷ୍ଟାଡିୟମକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଉଦଘାଟନୀ ସମାରୋହରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ,…
Read More...

କରୋନା ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନଏସ୍‌) : ମହାମାରୀ କରୋନାର ଆସନ୍ନ ତୃତୀୟ ଲହର ଆଶଙ୍କାରେ ସାରା ଦେଶ ଆତଙ୍କିତ । ପ୍ରଥମ ଓ ଦ୍ଵିତୀୟ ଲହର ଭଳି ତୃତୀୟ ଲହରରେ କଣ ହେବ, ତାହାକୁ ନେଇ ସାଧରଣ ଲୋକଙ୍କ ମଧ୍ୟରେ ସଂଶୟ ରହିଛି । ଏଭଳି ସ୍ଥିତିରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର…
Read More...