ଖୋର୍ଦ୍ଧାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଖୋର୍ଦ୍ଧା : ରାଜଧାନୀ ଉପକଣ୍ଠରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରୁ ଏକ ପିକଅପ ଭ୍ୟାନଟୁ ୧୦ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଯାହାର ଅନୁମାନିକ ମୂଲ୍ୟ କୋଟିଏ ଟଙ୍କାରରୁ ଅଧିକ ହେବ । ଖବର!-->…
Read More...
Read More...