Browsing Tag

khaprakhol news

ଦୀର୍ଘ ୧୫ ଦିନ ହେଲା ଘୂରି ବୁଲୁଛନ୍ତି ହାତୀପଲ : ଅଞ୍ଚଳବାସୀ ଆତଙ୍କିତ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ବନ୍ୟାଞ୍ଚଳ ଅଧୀନ ବେନ୍ଦେର ସଂରକ୍ଷଣ ଜଙ୍ଗଲରେ ଦୀର୍ଘ ୧୫ ଦିନ ହେଲା ଏକ ହାତୀପଲ ଘୂରି ବୁଲୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀପଲ ଏପର୍ୟ୍ୟନ୍ତ କୈାଣସି ଜନ ଜୀବନ ହାନୀ କରି ନଥିଲେ ବି କେତେବେଳେ ଯେ କଣ ଘଟିବ
Read More...

ବାଘଝରନ୍ ଜୁନାନିବାହାଲ ରାସ୍ତାରେ ଦୁର୍ଘଟଣା : ଜଣେ ମୃତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବାଘଝରନ୍ ଜୁନାନୀବାହାଲ ରାସ୍ତା ମଧ୍ୟରେ ଥିବା ଏକ କର୍ଲଭଟ ପାଖରେ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ନାନ୍ଦୁପଲା ଗାଁର ଆଇସଲାଲ୍ ବେହେରା ନିଜ ଗାଁ ନାନ୍ଦୁପଲା ଆସୁଥିବା ସମୟରେ ଗତ ରାତି ୯ଟାରୁ
Read More...

ଉତ୍କଳ ସେବକ ସମାଜର ସଚେତନ ରଥ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ସହାୟତାରେ ଉତ୍କଳ ସେବକ ସମାଜ ଦ୍ବାରା ପରିଚାଳିତ ଲିଙ୍କ ଓ୍ବାର୍କର ସ୍କିମ୍ ପ୍ରକଳ୍ପ ଦ୍ବାରା ଏକ ସଚେତନତା ରଥ ପରିଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଖପ୍ରାଖୋଲ, ଲାଠୋର, କଣ୍ଟାବାଞ୍ଜି ଅଞ୍ଚଳରେ ଲୋକଙ୍କୁ
Read More...

ଅସହାୟ ଗରିବ ମାଝୀଙ୍କ ପାଖରେ ପହଞ୍ଚିଥିଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗଣମାଧ୍ୟମରୁ ଖବର ପାଇ ସେବା ଚେରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ଗତକାଲି ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ଅସହାୟ ଗରିବ ମାଝୀଙ୍କ ପାଖରେ ପହଞ୍ଚିଥିଲେ । କିଛି ଲୁଗାପଟା ସହ ଶୀତ ବସ୍ତ୍ର ମଧ୍ୟ ଗରିବଙ୍କୁ ପ୍ରଦାନ କରିଥିଲେ ।
Read More...

ସମସ୍ୟା ଘେରରେ ଖପ୍ରାଖୋଲ ବ୍ଲକ୍‌ ଅଂଚଳ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଲୋକଙ୍କ ବହୁତ ସମସ୍ୟା ରହିଛି । ଏପରି ଏକ ସମସ୍ୟା ଦେଖିବାକୁ ମିଳିଛି ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମରେ । ବ୍ରାହ୍ମଣୀ ଗ୍ରାମରେ ୫ ଟି ନଳକୂପ ଅଛି । ସେଥିମଧ୍ୟରୁ ଚାରୋଟି ବହୁତ ଦିନ ହେଲା ଖରାପ ହୋଇ ପଡିରହିଛି ।
Read More...

୭୧ତମ ସମ୍ବିଧାନ ଦିବସ ପାଳିତ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଘୁନସର ଗ୍ରାମରେ ଗତକାଲି ଓଡ଼ିଶା ଜୀବିକା ମିଶନ ତରଫରୁ ୭୧ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ବ୍ଲକ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପୂର୍ଣ କୋଭିଡ ଗାଇଡ ଲାଇନ ଅନୁସାରେ ସାମାଜିକ ଦୂରତା ରକ୍ଷା
Read More...

ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।ଏହି ସେବାକେନ୍ଦ୍ର ଖୋଲାଯିବା ଦ୍ବାରା ଅଞ୍ଚଳର ମା' ମାନେ ବହୁତ ସୁବିଧା ପାଇପାରିବେ । ନିଜର ଟଙ୍କା ଉଠାଣ ପାଇଁ ଏଠାରେ କୈାଣସି ପ୍ରକାର ପଇସା କଟିବ
Read More...

ଲାଠୋର ଲାନ୍ଥ ନଦୀ ବ୍ରିଜ୍ ପାଖରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଲାଠୋର ଗ୍ରାମ ସୀମାରେ ବହି ଯାଉଥିବା ଲାନ୍ଥ ନଦୀ ବ୍ରିଜ୍ ପାଖରେ ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସେ ବ୍ୟକ୍ତି ଜଣକ କିଏ, କେଉଁଠୁ ଆସିଥିଲେ କେହି ଜାଣି ନାହାନ୍ତି । ସେ ବ୍ୟକ୍ତି ଜଣକ କିଛି ଦିନ ହେଲା ଲାନ୍ଥ ନଦୀ
Read More...

ସହାୟତା ଅପେକ୍ଷାରେ ଜଲପାଙ୍କେଲ୍ ଗ୍ରାମର ହିରନ ଦାସ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଜଲପାଙ୍କେଲ ଗାଁରେ ରୁହନ୍ତି ଅସହାୟ ହିରନ ଦାସ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ସମୟରେ କୈାଣସି ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ ଅକାମୀ ହୋଇଯାଇଛି । ତେଣୁ ସେ କୈାଣସି କାମଧନ୍ଦା କରି ପାରନ୍ତି ନାହିଁ । ଅନ୍ୟର ଆଶ୍ରାରେ ଚଳୁଛନ୍ତି । ତାଙ୍କର
Read More...

ଶୋଚନୀୟ ଅବସ୍ଥାରେ ତେଲେନପାଲି-ପୁଟକେଲ୍‌ଚୁଆଁ ରାସ୍ତା : ହନ୍ତସନ୍ତ ଗ୍ରାମବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ତେଲେନପାଲିରୁ ପୁଟକେଲ୍‌ଚୁଆଁ ରାସ୍ତା । ପ୍ରଶାସନର ଦ୍ୱାରସ୍ଥ ହୋଇ ହୋଇ ଥକି ଗଲେଣି ଗ୍ରାମବାସୀ, ହେଲେ ସରକାର ଶୁଣୁନାହନ୍ତି ଗୁହାରୀ । ଏଠାରେ ସୂଚନା ଯେଗ୍ୟ ଯେ, ଏହି ରାସ୍ତାର ଉନ୍ନତି ପାଇଁ ୨୦୦୧ ମସିହାରୁ ଦାବୀ ହୋଇ
Read More...