Browsing Tag

kantabnji news

ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ : ପରିଷ୍କାର ପରିଛନ୍ନ କଲେ ଛାତ୍ରୀ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଓ ଉପଦେଷ୍ଟା ଡକ୍ଟର ନେପାଳ ସେଠିଙ୍କ ନେତୃତ୍ୱରେ ଯୁବ
Read More...

ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରର ୱାର୍ଡ ନଂ. ୧୧ର ଜଣେ ଯୁବକଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ ବିଷ୍ଣୁ ଠାକୁର(୪୪) । ଏହା ବୁଧବାର ରାତି ସାଢେ ଆଠଟା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବୁଧବାର
Read More...

ଚୁଲିଫୁଙ୍କା ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପକଳ୍ପର ଶିଳାନ୍ୟାସ କଲେ ବିଧାୟକ ସାଲୁଜା

କଂଟାବାଂଜି, (କେପିଏନ୍‌ଏସ୍‌) : କଂଟାବାଂଜି ନିର୍ବାଚନ ମଂଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରାମରେ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ଗ୍ରାମ୍ୟ ଜଳ ଯୋଗାଣ ପକଳ୍ପର ଶିଳାନ୍ୟାସ କରିଥିବା ନେଇ ଖବର ମିଳିଛି । ଏହି ସମୟରେ ବଙ୍ଗୋମୁଣ୍ଡା ବ୍ଲକର ଗ୍ରାମ୍ୟ ଜଳ
Read More...

ଦାବିରି ରେଲୱେଲାଇନ ମର୍ଡର ଘଟଣା : ପୋଲିସର ବଡ ସଫଳତା

ଖବରଦାତା ସମ୍ମିଳନୀରେ ପ୍ରକାଶ : ୩ ଅଭିଯୁକ୍ତ କୋର୍ଟ ଚାଲାଣମାଟିତଳୁ ମୃତ କଂକାଳ ଉଦ୍ଧାରର ୪ ମାସ ପରେ ପୋଲିସ ରାଂଚିରୁ ଗିରଫ କଲାକଂଟାବାଂଜି, (ମନୀଷ କୁମାର ହଂସ) : ଆଜି ବଲାଙ୍ଗିର ଜିଲ୍ଲା କଂଟାବାଂଜି ପୋଲିସର ଏକ ଖବରଦାରତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଖବରଦାତା
Read More...

କଂଟାବାଂଜି ବନ ବିଭାଗର ବୈମାତୃକ ମନୋଭାବ ଯୋଗୁଁ ପକ୍ଷାଘାତ ରୋଗରେ ଶିକାର ସୁରୁ ଡିଣ୍ଡା ଅବହେଳିତ

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ଗ୍ରା.ପ.ର ସଦର ଗାଁର କଲୋନିପଡାରେ ବାସ କରନ୍ତି ସୁରୁ ଡିଣ୍ଡା (୬୫) । ପରିବାର କହିଲେ ତାଙ୍କର ସ୍ତ୍ରୀ ଉର୍ବଶି ଡିଣ୍ଡା ଏବଂ ଗୋଟିଏ ପୁଅ ଓ ଝିଅ । ଝିଅକୁ ଦୀର୍ଘ ଦିନ ତଳେ ବିବାହ କରିଦେବାରୁ ତାଙ୍କର ଘର
Read More...

ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଫାଶୀ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ…

କଂଟାବାଂଜି, (ମନୀଷ କୁମାର ହଂସ) : ଅଧ୍ୟକ୍ଷା ମମିତା ମେହେରକୁ ଯୋଜନା ବଦ୍ଧଭାବେ ହତ୍ୟା କରାଯାଇ ତାଙ୍କୁ ବିଦ୍ୟାଳୟ ପରିସରରେ ଥିବା ଷ୍ଟାଡିୟମରେ ପୋତାଯାଇଥିଲା । ଏହି ହତ୍ୟାକାଣ୍ଡରେ ସେହି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ଅଧ୍ୟକ୍ଷ ଗୋବିନ୍ଦ ସାହୁ ନିଜେ ସଂଶ୍ଲିଷ୍ଟ ଥିବାରୁ ତାକୁ
Read More...

ଟ୍ରୁକଲରରେ ବଲାଙ୍ଗିର ଏସ.ପି.ଙ୍କ ଫେକ୍‌ ମୋବାଇଲ ନଂବରରେ ୩ଲକ୍ଷ ଟଙ୍କା ଦାବୀ : ଟଙ୍କା ନ ଦେଲେ ଜୀବନରେ ମାରିଦେବା…

କଂଟାବାଂଜି, (ମନୀଷ କୁମାର ହଂସ) : ଟ୍ରୁକଲରରେ ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଫେକ୍‌ ନଂବରରେ ଜଣେ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ୪ ଜଣ ବ୍ୟକ୍ତି ଦାବୀ କରିବା ପରେ ପୋଲିସ ଦ୍ୱାରା ମୋବାଇଲ ଟ୍ରାକିଂଗରେ ୩ଜଣ ଗୁରୁବାର କୋର୍ଟ ଚାଲାଣ ହୋଇଥିବା ବେଳେ ଜଣେ ଫେରାର ମାରିଥିବା ପୋଲିସ
Read More...

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଛୋଟ ଶିଶୁ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆଜି ଏକ ନିଖୋଜ ଶିଶୁକୁ ଉଦ୍ଧାର କରି ତାର ମା'ବାପାଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମଳିଛି । ସୂଚନା ଯୋଗ୍ୟ ଯେ, କଣ୍ଟାବାଞ୍ଜି ରେଳଷ୍ଟେସନରେ ଛୋଟ ଶିଶୁଟିଏ କାନ୍ଦୁଥିବା ଦେଖି ସମାଜସେବୀ ଆଶିଷ ଜୈନ ଜୁନିୟର ରେଡକ୍ରସ
Read More...

ବାଇକ୍‌ ଆରୋହୀକୁ ପିଟିଲା ଅଜଣା ଚାରି ଚକିଆ ଯାନ : ସ୍ୱାମୀ ସ୍ତ୍ରୀ ଗୁରୁତର, ଅଗ୍ନିଶମ ବିଭାଗ ଦ୍ୱାରା କଂଟାବାଂଜି…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି- ତୁରେକେଲା ପି.ଡବ୍ଲୁ.ଡି. ମୁଖ୍ୟ ରାସ୍ତାର ଦାବ୍ରୀ ୩୩/୧୧ କେ.ଭି. ଇଲେକ୍ଟ୍ରି ଗ୍ରୀଡର ବୁଲାଣିଠାରେ ଏକ ବାଇକ୍‌ ଚାଳକକୁ ଅଜଣା ଚାରି ଚକିଆ ଯାନ ଗୁରୁବାର ଦିବ ସାଢେ ଏଗାରଟାରେ ମୁହାଁ ମୁହିଁ ଧକ୍କା ଦେଇ ଫେରାର ମାରିଛି । ଘଟଣାସ୍ଥଳରେ
Read More...

କଣ୍ଟାବାଞ୍ଜିରେ ନୂତନ ଏସ୍‌ଡିପିଓ ଭାବରେ ଯୋଗ ଦେଲେ ଡ. ହୃଷୀକେଶ ମେହେର

କଣ୍ଟାବାଞ୍ଜି, (ମନୀଷ କମୁାର ହଂସ) : କଣ୍ଟାବାଞ୍ଜିରେ ଗତକାଲି ନୂତନ ଏସ୍‌ଡିପିଓ ଭାବରେ ଯୋଗ ଦେଇଛନ୍ତି ଡ. ହୃଷୀକେଶ ମେହେର । ଡ. ମେହେର ବିଗତ ଦିନରେ ଏସ୍‌ଆଇ ଭାବେର କଣ୍ଟାବାଞ୍ଜି ଥାନାରେ କାର୍ଯ୍ୟରତ ଥିବା ବେଳେ ଅଂଚଳର ଆଇନ ଶୃଙ୍ଖଳା ପ୍ରତି ଅବଗତ ଥିଲେ । ତେବେ ବର୍ତ୍ତମାନ ଏଠାରେ
Read More...