ରାଜ୍ୟସଭାରେ ଓଡିଶା, କେବିକେ ଏବଂ କୋଶଳାଞ୍ଚଳର ଦାଦନ ଶ୍ରମିକ ସମସ୍ୟା ଉଠାଇଲେ ସାଂସଦ
ଦିଲ୍ଲୀ : ସଂସଦର ବଜେଟ ଅଧିବେଶନରେ ରାଜ୍ୟସଭାରେ ଓଡିଶା ବିଶେଷ କରି କୋଶଳାଞ୍ଚଳ, କେବିକେ, ଦକ୍ଷିଣ ଓଡିଶାର ଦାଦନ ଶ୍ରମିକମାନଙ୍କ ସୁରକ୍ଷା, ସମ୍ମାନ, ମଜୁରୀ, ସମସ୍ୟା ସମାଧାନ କରିବା ପାଇଁ ଭାରତ ସରକାରଙ୍କଠାରେ ଦାବୀ କରିଥିଲେ । ସାଂସଦ ଶ୍ରୀ ବିଶି କହିଲେ ଯେ ଅଭାବ ଅନଟନ, ବେକାରୀ, ବନ୍ୟା!-->…
Read More...
Read More...