Browsing Tag

baleswar news

ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କଲେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି । କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢୀ ଜିଲ୍ଲାର ୬ ଗୋଟି ବ୍ଲକ ବୁଲି ବନ୍ୟା
Read More...

ମଠ ସମ୍ପତି ଜବର ଦଖଲକୁ ନେଇ ପ୍ରତିବାଦ : ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲାରେ ମଠ ସମ୍ପତି ଜବର ଦଖଲକୁ ନେଇ ପ୍ରତିବାଦ, ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଠାରେ ଥିବା ନୃସିଂହନାଥ ମଠ ଜମିକୁ ଜବରଦଖଲ କରି ବେଆଇନ୍ ଭାବେ ଜଣେ ବ୍ୟକ୍ତି
Read More...

ଅମୃତଧାରା ବୃଦ୍ଧାଶ୍ରମରେ ଆଇସିୟୁ ବେଡ୍ ଓ ହ୍ୱିଲଚେୟାର ବଣ୍ଟନ

ବାଲେଶ୍ୱର, (କେପିଏନ୍‌ଏସ୍‌) : ହୁଣ୍ଡାଇ ଇଣ୍ଡିଆ ଇନସୁରାନ୍ସ ବ୍ରୋକିଂ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାର ସହଦେବ ଖୁଣ୍ଟା ଚାନ୍ଦମାରୀ ପଡ଼ିଆ ନିକଟସ୍ଥ ଅମୃତଧାରା ବୃଦ୍ଧାଶ୍ରମରେ ଆଇସିୟୁ ବେଡ୍ ଓ ହ୍ୱିଲଚେୟାର ବଣ୍ଟନ
Read More...

ପୋଲିସ ଉପରେ ଭରଷା କରିପାରୁନାହାନ୍ତି ସାଧାରଣ ଲୋକେ : ବାଲେଶ୍ୱରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ…

ବାଲେଶ୍ଵର, (କେପିଏନ୍‌ଏଦ୍‌) : ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ସମେତ ବିଭିନ୍ନ ବ୍ଲକରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଲାଣି । ବ୍ରାଉନ ସୁଗାର କାରବାର ଠାରୁ ଆରମ୍ଭ କରି ସୁପାରୀ କିଲିଂ ବେଧଡ଼କ ଭାବେ ଚାଲିଛି । ଗୃହ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ
Read More...

ଦୁଇ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ପ୍ରଦାନ କଲେ ବିଧାୟକ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟର ରିପୋର୍ଟ ପ୍ରଦାନ କଲେ ବିଧାୟକ ମାନସ ଦତ୍ତ । ଦୁଇ ବର୍ଷ ମଧ୍ୟରେ ଉପଯୋଗ ହୋଇଛି ରେକର୍ଡ ୨ ହଜାର କୋଟି ଟଙ୍କାର ଅନୁଦାନ, କେବଳ ରାସ୍ତା ନିର୍ମାଣରେ ଖର୍ଚ୍ଚ ହୋଇଛି ୨ଶହ କୋଟି ଟଙ୍କା । ବିଗତ ଦୁଇ
Read More...

ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ ସହିତ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ
Read More...

ଖଇରାରେ ଘଟିଛି ଅଭାବନୀୟ ଘଟଣା : ସାଇକେଲରେ ବୁହା ହେଲା ଶବ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ଖଇରାରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଗତକାଲି ଛାତପକାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ କମଳା ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳେ ମହିଳାଙ୍କୁ ନ୍ୟାୟ ଦାବିରେ ପରିବାର ଲୋକେ କମଳାଙ୍କ ଶବକୁ
Read More...

ଘରଛାତ ପକାଇବାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣରେ ନଣଦଙ୍କ ମୃତ୍ୟୁ : ଭାଉଜ ଗୁରୁତର

ସୋର/ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନସ୍ଥ ହରିପୁର ଗାଁରେ ଘରଛାତ ପକାଇବାକୁ କେନ୍ଦ୍ର କରି ଭୟଙ୍କର ଗଣ୍ଡଗୋଳ ହୋଇ ପଡୋଶୀଙ୍କ ମରଣାନ୍ତକ ଆକ୍ରମଣରେ ନଣନ୍ଦ କମଳା ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଉଜ ଶକୁନ୍ତଳା ସେଠୀ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ
Read More...

ଡଃ କାଳିକିଙ୍କରଙ୍କୁ ରାଜ୍ୟସ୍ତରୀୟ ସର୍ବୋଚ୍ଚ ‘ଦୀନକୃଷ୍ଣ ସମ୍ମାନ’ ପ୍ରଦାନ

ବାଲେଶ୍ୱର, (କେପିଏନ୍‌ଏସ୍‌ ) : ଓଡି଼ଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦ ତରଫରୁ ବିଶିଷ୍ଟ ସାହିତ୍ୟିକ ଡଃ କାଳିକିଙ୍କରଙ୍କୁ ରୀତି ଯୁଗୀୟ କବି ଦୀନକୃଷ୍ଣଙ୍କ ନାମରେ ରାଜ୍ୟସ୍ତରୀୟ ସର୍ବୋଚ୍ଚ 'ଦୀନକୃଷ୍ଣ ସମ୍ମାନ-୨୦୨୬ 'କବିଙ୍କର ପୁଣ୍ୟ ଜନ୍ମପୀଠ ମୁଣତୁଣିଆଠାରେ ପ୍ରଦାନ
Read More...

ଭିଜିଲାନ୍ସ ଜାଲରେ ସୋର ତହସିଲଦାର

ବାଲେଶ୍ୱର, (କେପିଏନ୍‌ଏସ୍‌) : ସୋର ତହସିଲଦାର ଦୈତାରୀ ମଲ୍ଲିକ ଭିଜିଲାନସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ଗତ କିଛି ଦିନ ତଳେ ବାଗୁଡି ପଥର ଖାଦାନରୁ ପଥର ଚୋରି ହେଉଥିବାର ଖବର ପାଇ ତହସିଲଦାର ଶ୍ରୀ ମଲ୍ଲିକ ଚଢାଉ କରିଥିଲେ । ପରେ ଧଳ ଷ୍ଟକ ପଏଣ୍ଟରୁ ୫ଟି ବେଆଇନ୍ ପଥର ବୋଝେଇ
Read More...