Browsing Tag

agalpur news

ଅବହେଳିତ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : ବିଶେଷଜ୍ଞ ଡାକ୍ତର ପଦବୀ ଖାଲି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଷ ବର୍ଷ ହେଲା ଅବହେଳାର ଶିକାର ହୋଇ ଆସୁଛି । ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି । ଫଳରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ
Read More...

ରାଏମନ୍ ଫାଉଣ୍ଡେସନ ତରଫରୁ ପକ୍ଷାଘାତ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଆଗଲପୁର, (ଦେବାଶିଷ ମିଶ୍ର) : କରୋନା ମାହାମାରୀର ଦୁର୍ଦ୍ଦିନ ସମୟରେ ଅନେକ ନିରୀହ ଗରିବ ପରିବାର ନିଜ ରୋଜଗାର ମଧ୍ୟ ହରାଇଛନ୍ତି । ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏହି ସମୟରେ ଜଣେ ଅସହାୟଙ୍କୁ ଦେଖିବାକୁ ମିଳିଛି ଲୋଇସିଂହା ଆଗଲପୁର ବ୍ଲକ ଡୁଙ୍ଗୁରିପାଲି ଗାଁରେ ୩୦ ବର୍ଷୀୟ
Read More...

ଆଗଲପୁର ବ୍ଲକ ବିଜେପି ପକ୍ଷରୁ ଚାଷୀମାନଙ୍କ ଫସଲବୀମା ଟ‌ଙ୍କା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଷୀମାନଙ୍କୁ କୃଷିବୀମା ଟଙ୍କା ପ୍ରଦାନ କରାନଯିବା ଓ ୟୁରିଆ ସାର କଲାବଜାର ହୋଇଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଆଗଲପୁର ବ୍ଲକ
Read More...

ଆଗଲପୁର ବ୍ଲକ୍‌ ସ୍ତରୀୟ ଅନ୍‌ ଲାଇନ୍‌ ପ୍ରଧାନଶିକ୍ଷକ କର୍ମଶାଳା

ଆଗଲପୁର, (ଦେବାଶିଷ ପଧାନ) : ଆଜି ଆଗଲପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଏକ ଅନ୍‌ ଲାଇନ୍‌ ବ୍ଲକ୍‌ର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ କର୍ମଶାଳା ଗୁଗୁଲ୍‌ ମିଟ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବ୍ଲକ୍‌ ସଂପାଦକ ଓଷ୍ଟା ତାରାକାନ୍ତ
Read More...

ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ବିଡ଼ିଓଙ୍କୁ ଦାବୀପତ୍ର ଦେବାକୁ ଆସି ନିରାଶ ହୋଇ ଫେରିଲେ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ବ୍ଲକ କାର୍ୟ୍ୟାଳୟକୁ ଆସିଥିଲେ, କିନ୍ତୁ ବିଡ଼ିଓ ମହାଶୟ ନଥିବାରୁ ସେମାନେ ଫେରି ଯାଇଥିଲେ । ଗାଁ ସାଥୀ ସଂଘର ବ୍ଲକ ସଭାପତି ରୋହିତେଶ୍ୱର ସାହୁ ସମ୍ପାଦକ ମେଧାବୀ ଭୋଇ ପରିଚାଳକ
Read More...

ରୋତ ମହାବିଦ୍ୟାଳୟର ଯୁବ ଓଡ଼ିଆ ଅଧ୍ୟାପକ ପ୍ରେମାନନ୍ଦ ମାଝିଙ୍କ ଅକାଳ ବିୟୋଗ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋତର ଯୁବ ଓଡ଼ିଆ ଅଧ୍ୟାପକ ପ୍ରେମାନନ୍ଦ ମାଝି(୩୨)ଙ୍କ ଗତକାଲି ସକାଳେ ଅକାଳ ବିୟୋଗ ଘଟିଛି । ରୋତ ମହାବିଦ୍ୟାଳୟରେ କିଛିବର୍ଷ ହେଲା ଓଡ଼ିଆ ଅଧ୍ୟାପକ ଭାବରେ ଶିକ୍ଷାଦାନ କରି ଆସୁଥିଲେ । ବୁଧବାର
Read More...

କେନାଲରେ ପାଣି ଆସୁନାହିଁ : ମରୁଡି ଚିନ୍ତା ଘାରିଛି ଚାଷୀମାନଙ୍କୁ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପ୍ରତିବର୍ଷ ମରୁଡିର ଶିକାର ହୋଇଆସୁଛି । ଚଳିତ ବର୍ଷ ଚାଷୀ ଅନେକ ମେହେନତ୍ କରି ଧାନ ଚାଷ କରିଥିଲେ । କିଛି ଦିନ ହେଲା ପାଣିପାଗ ବିଭାଗ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଥିଲେ ବି ବର୍ଷାର ଦେଖାନାହିଁ । ଚାଷୀ
Read More...

କ୍ୱାରେନଟାଇନ ସେଣ୍ଟର ହୋଇଥିବା ରିନବଚନ ସ୍କୁଲ ଅନାବନା ଲଟାରେ ପରିପୂର୍ଣ୍ଣ : ସରପଞ୍ଚଙ୍କ ନିଘା ନାହିଁ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମରେ ଥିବା ସ୍କୁଲ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ସୂଚନାରୁ ପ୍ରକାଶ ଯେ ମହାମାରୀ କରୋନା ପାଇଁ ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରେ ଥିବା ସ୍କୁଲମାନଙ୍କରେ ପ୍ରବାସୀ ଶ୍ରମିକମାନେ ରହିବା
Read More...

ଚାଷ କାମ କରୁଛନ୍ତି ବିଧାୟକ ଡ.ମୁକେଶ ମହାଲିଙ୍ଗ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥର କିନ୍ତୁ କୌଣସି ରାଜନିତିର ସଭାସମିତି ପାଇଁ ନୁହେଁ, ଚାଷ କାମ ପାଇଁ ବିଧାୟକଙ୍କ ନିଜ ଗ୍ରାମ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(ଖ)ରେ ଚଳିତ ବର୍ଷ
Read More...

କୋଟି କୋଟି ଟଙ୍କାର ସରକାରୀ କୋଠା ପାଲଟିଛି ଏବେ ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ କାର୍ୟ୍ୟାଳୟର କର୍ମଚାରୀମାନଙ୍କ ରହିବା ପାଇଁ ବାସଗୃହ ସରକାର ପାଞ୍ଚ କି ଦଶ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ଠିକାଦାରମାନଙ୍କ ଦ୍ୱାରା କାମକଲେ । କିନ୍ତୁ କାମ ସରିଗଲା ପରେ କାମରେ ଲାଗୁନାହିଁ ଏହି ସରକାରୀ କୋଠା ।
Read More...