- ଗଜାନନ ମିଶ୍ର
-୧-
କାଟିଦେଲୁ କାଏଁଯେ
କଲାଖଡିର ଗାର୍ !
ବିନ୍ ମୁହେଁ ଠାଡ୍ ହେଲୁ
ଟୁଡେଁ ଟୁଡେଁ କହେବାର୍ଟା
ପାସରିଦେଲୁ ଦୁଇଦୁନେ ଚାଏର୍।
ମେଟେଇ ଦେଇକରି ଭିତରର୍
ରଗ୍ ରଗ୍ ଜୁଏ ରହିଗଲୁ ଲୁକନିଆଁ ।
ଇ ଫାଲ୍ ସେଫାଲ୍ କରିଦେଲୁ
ଇଥିତାହିଁଁ ଗୁଟା ସମିଆଁ
କିଁଂଦ୍ରେଇ କିଁଂଦ୍ରେଇ ଆରୁ
ଡେଗିଗଲୁ କେନକେ
ସଭେ ରହିଥିଲା ବେଲେ
ଏନ୍ତା କୁନଠେସା ।
ନେଇଁ ଜାନୁଛନ୍ କିଛୁ କିହେ ଦଦା
କହି କହି ଅଥା ହଉଥିଲୁ,
ଭିତରୁ ବାହାରି ଆଏବାରଟା
ସିଖେଇ ଦେଇଥିଲୁ ସଭକେ ।
ଏଭେ ଅଛୁ କି ନେଇଁ ଅଛୁ
ଜନା ନେଇଁ, କେନ୍ତା କରବେ ସଭେ
ହେଟା ଭି ଜନା ନେଇଁ,
ବତ୍ରି କିର୍ହା ବାଗିର ଯଉଛନ୍
ଗୁଟ୍ ଗୁଟ୍ କରି ଖପି !
-୨-
ଚତୁର୍ଭୁଜ
କେନ୍ ଠାନେ ନେଇଁ ?
ମୁକଲି ପାରୁଛେଁ ନେଇଁ
ତୋରଠାନୁ ମୁଇଁ ।
କେନତା ଯାଏତୁ ?
ଗହଗହ ମହମହ
ନେଇଁ ଲାଗବାର ଭାଏଲ୍ !
କାଣା କାଣା ନେଇଁ ଗାଏଲୁ ?
ଗେଇ ଗେଇ କାଣା ପାଏଲୁ !
ହେଟା ପଚରାବାର ନେଇଁ ନ।
ମୁଇଁ ତ ତୋର ଠାନୁ
ତୋର ଠାନକେ ଯାଇ ଯାଇ
ଅଥା ଆର୍ ବିତବିତା !
ତୋର ଠାନେ ତୁଇ
ଥିଲୁ, ଆରୁ ଅଛୁ ।
ମୁଇଁ ଭକୁଆ, ଏତକି ସେତକି
ବାଏବିଛୋ ହଁସକାଁଦ ଭିତରେ,
ଘିଚାଟନା ଇଫାଲ ସେଫାଲ ।
ମୁଇଁ ମୋରନୁ ମୁକଲିଁସିଁ
ହେକତେ ଲିଖମି
ତୋର ମହାଜନ ଖାତା ଥି !
କାଟ୍ କି ବାଛ୍,
ପୁର୍ଗୁ କି ଭାଜ୍,
ମୋର ମୁଇଁ ଥିମି ତୋରଠାନେ !
- ତପୋବନ, ଟିଟିଲାଗଡ, ବଲାଙ୍ଗିର