lika

ଲଳିତ ନାୟକଙ୍କ ଦଶାହ କାର୍ଯ୍ୟ ଉପଲକ୍ଷେ ଶୋଭାଯାତ୍ରା

gbag

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଲଳିତ ନାୟକଙ୍କ ଦଶାହ କାର୍ଯ୍ୟ ଉପଲକ୍ଷେ ନଟରାଜ କଳା ପରିଷଦ ଓ ଲାଇଟ ସଙ୍ଘର ଏକ ଶୋଭାଯାତ୍ରା ତାଙ୍କ ବାସଭବନରୁ ବାହାରି ଭାଗରଥି ଛକ, ବିକ୍ରମ୍ ଛକ, ସମଲେଶ୍ଵରୀ ମନ୍ଦିର, ପାଟେନେଶ୍ୱରୀ ମନ୍ଦିର, ସରକାରୀ ବସଷ୍ଟାଣ୍ଡ ଦେଇ ଶ୍ରମିକ ମଙ୍ଗଳ ଅଫିସ୍ ଯାଏଁ ଜ୍ୟୋତିକୁ ନିଆ ଜାଇ ଥିଲା ଓ ସେଠାରେ ଅନୁଷ୍ଠାନ ତରଫୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା ।

\ ଅନୁଷ୍ଠାନର ସଭାପତି ହରି ନାରାୟଣ ପୁଝାରୀ, ପ୍ରଶାନ୍ତ ଖମାରୀ,ରାମ ପ୍ରସାଦ ଦାଶ, ଲଳିତ ପୁଝାରୀ, କିଶୋର ଜଳ, ବଳରାମ ରାଉତ, ସତ୍ୟ ଆଚାର୍ୟ୍ୟ, ନବଘନ ଦାସ , ସୁରେନ୍ଦ୍ର ସେଠ୍, ପିଣ୍ଟୁ ସାହୁ, ରୁଣ୍ଟି, ମିଲି, କଳ୍ପନା, ରୂପାଲି, ପିଙ୍କି, ପଦ୍ମିନୀ ଏବଂ ଲାଇଟ୍ ସଙ୍ଘ ସୁକତେ ବଗର୍ତ୍ତି, ଉତ୍ତମ ନନ୍ଦ, ଆଶିଷ ପଣ୍ଡିତ, ବାବଳୁ ମିଶ୍ର, ଶ୍ରୀକାନ୍ତ ସେଠ୍, କିରନ୍ ହୋତା, ଶ୍ରୀକାନ୍ତ ପରିଡ଼ା, ନିରଜ୍ ନାୟକ, ସୁଶାନ୍ତ ବେହେରା, ନେପାଲ ମହାରଣା, ଭକ୍ତ ମିଶ୍ର, ଯୋଗ ଦେଇଥିଲେ । ଶେଷରେ ବିଂଗ ହ୍ୟୁମାନର ସଭ୍ୟ ମାନେ ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.