ଗୁଡ଼ଭେଲାରେ ଅଭିଯୋଗ ଶୁଣାଣି ଶିବିର

ଗୁଡ଼ଭେଲା, (ଖୁସିରାନୀ ସାହୁ ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆରକ୍ଷୀ ଅଧିକ୍ଷକ ଓ ଏସ୍‌ପିଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୦ଟି ଅଭିଯୋଗ ହୋଇ ଥିବାବେଳେ ତୁଷୁରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ଗୃହ, ରାସ୍ତା ସମସ୍ୟା ଓ ପାଣି ସମସ୍ୟାକୁ ନେଇ ଅଭିଯୋଗ ହୋଇଥିବା ନେଇ ଅନେକ ଗୁଡିଏ ସମସ୍ୟାର ସମାଧାନ କରାଯାଇଛି ବୋଲି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର କହିଥିଲେ ।

jittmm
Leave A Reply

Your email address will not be published.