ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡେଙ୍ଗୁ ରୋଗ ପ୍ରତି ସତର୍କ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡେଙ୍ଗୁ ରୋଗ ଏଡିସ୍ ମଶା ଦ୍ବାରା ବ୍ୟାପେ । ସାଧାରଣତଃ ସକାଳ ସମୟରେ ଓ ସନ୍ଧ୍ୟା ପୂର୍ବରୁ ଏହି ମଶା କାମୁଡେ । ଏଡିସ୍ ମଶା ଅବଢା ହାଣ୍ଡି, ଡିସପୋଜେବଲ୍ କପ୍, ଗ୍ଲାସ୍ ଓ ଥାଳି, ଫୁଲକୁଣ୍ଡ, ଛାତ ଉପରେ ଥିବା ପାଣି ଟାଙ୍କି ତଥା ଘର ଆଖପାଖରେ ଜମିଥିବା ସ୍ବଚ୍ଛ ଓ ଅଳ୍ପ ପାଣିରେ ଡିମ୍ବ ଦେଇଥାଏ । ଡେଙ୍ଗୁ ଜ୍ବର ପ୍ରତି ସତର୍କ ରୁହନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.