pr

ହସ୍‌ପିଟାଲ ବଚାଂଅ ଅଭିଯାନ ପକ୍ଷରୁ ର‍୍ୟାଲି

dr. purohit

ବରଗଡ, (ଗୋପୀନାଥ ସାହୁ) : ବରଗଡ ଜିଲ୍ଳା ମୁଖ୍ୟ ସହରରେ ଥିବା ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ପୂର୍ଣ୍ଣକ୍ଷମ କରିବାକୁ ନେଇ ପୁଣି ଆନ୍ଦୋଳନ ମୁଣ୍ଡ ଟେକିଛି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଘୋଷଣା କରିଥିଲେ ହେଁ ଏଠାରେ ଆବଶ୍ୟକ ପରିମାଣର ଡାକ୍ତର, ସ୍ୱାସ୍ଥ୍ୟକର୍ମଚାରୀ ନିଯୁକ୍ତି ଏବଂ ହସ୍‌ପିଟାଲରେ ବ୍ୟବହୃତ ବ୍ୟବସ୍ଥା କରିବା ପାଇଁ ବୁଧୁବାର ହସ୍‌ପିଟାଲ୍‌ ଅଭିଯାନ ପକ୍ଷରୁ ପୁରୁଣା ଜିଲ୍ଳା ଡାକ୍ତରଖାନା ଠାରୁ ବାହାରି ଜିଲ୍ଳାପାଲ ଅଫିସ୍‌ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାି ପରିକ୍ରମା କରିଥିଲେ । ଏଥିରେ ଭବାନୀ ପ୍ରସାଦ ସାହୁ, ଅମିତାଭ ପାତ୍ର, ରମେଶ ପତି, ପବିତ୍ର ଦେହୁରୀ, ବାସମତୀ ବନଛୋର, ମେରିୟମ୍‌ ବାର୍ଲା ଏବଂ ବହୁ ସଂଖ୍ୟକ ପୁରୁଷ ଓ ମହିଳା ଏହି ର‍୍ୟାଲିରେ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.