om academy

ଆସନ୍ତା ୧୯ ତାରିଖରେ ଡେଲାଙ୍ଗ ବ୍ଲକ ବିଜେଡି ପକ୍ଷରୁ ରକ୍ତଦାନ ଶିିବିର

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ର୍ରମେ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତ ଅଭାବ ଦୂର କରିବା ପାଇଁ ଡେଲାଙ୍ଗ ବ୍ଲକ ବିଜୁ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଆସନ୍ତା କାଲି ଜୁଲାଇ-୧୯, ସକାଳ ୯.୩୦ ସମୟରେ ଡେଲାଙ୍ଗ ବ୍ଲକ ଗଡମୋଟରୀ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବକୁ ଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବା ନିମନ୍ତେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଅନୁରୋଧ ଜଣାଇଛନ୍ତି ।

Leave A Reply

Your email address will not be published.