ls

ଆଜି ବିବାହ ପଞ୍ଚାମୀ

sb

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୭ ବିବାହ ପଞ୍ଚାମୀ । ହିନ୍ଦୁ ଧର୍ମରେ “ବିବାହ ପଞ୍ଚାମୀ”ର ଏକ ମହତ୍ୱ ରହିଛି । ଏହି ଦିନଟି ରାମାୟଣର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ବିବେଚନା କରାଯାଏ । ଏହି ଦିନ ଭଗବାନ ରାମ ଭଗବାନ ଶିବଙ୍କ ଧନୁ ଭାଙ୍ଗି ଦେବୀ ସୀତାଙ୍କୁ ବିବାହ କରିଥିଲେ । ମାର୍ଗଶିର ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ବିବାହ ପଞ୍ଚମୀ ପାଳନ କରାଯାଏ । ଏହି ବର୍ଷ ଏହା ରବିବାର ଅର୍ଥାତ୍ ଡିସେମ୍ବର ୧୭, ୨୦୨୩ରେ ପାଳନ କରାଯାଉଛି ।

pc pk
Leave A Reply

Your email address will not be published.