ଆସନ୍ତା ୨୮ ତାରିଖରେ ଓପିଏସ୍‌ସି ପରୀକ୍ଷା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ୨୮ ତାରିଖରେ ଓପିଏସ୍‌ସି ପରୀକ୍ଷା ଅନଷ୍ଠିତ ହେବ । ତେବେ ଗତ ୨୫ ତାରିଖରେ ଏହି ପରୀକ୍ଷା ହେବା ପାଇଁ ପୂର୍ବରୁ ଧାର୍ୟ୍ୟ ହୋଇଥିଲା । ଏଥିରେ ଓଡ଼ିଶା ଓ ଓଡ଼ିଶା ବାହାରର ପାଖାପାଖି ୨୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ମାତ୍ର ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା । ଅନ୍ୟପକ୍ଷେ ସଂକ୍ରମଣ ବଢ଼ୁଥିବା ବେଳେ ଛାତ୍ରଛାତ୍ରୀ ପରୀକ୍ଷାକୁ ଅଧିକ ଦିନ ଘୁଞ୍ଚାଇବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.