ls

ଭାରସାମ୍ୟ ହରାଇ କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ

sb

ସାନଖେମୁଣ୍ଡି, (କେପିଏନ୍‌ଏସ୍‌) : କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ । ଏହି ଅଘଟଣ ବିଲମ୍ବିତ ରାତିରେ ଘଟିଛି ବୋଲି ଖବର ମିଳିଛିି । ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଭଂଜନଗର ଡାକ୍ତରଖାନା ଓ ପରେ ଉଚ୍ଚ ଚିକ୍ରିସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଅଣାଯାଇଥିଲା । ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଟ୍ରକ ସମ୍ବଲପୁରରୁ ଲୁହା ରଡ ବୋଝେଇ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ କଳିଙ୍ଗା ଘାଟିରେ ଗାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା ।

pc pk
Leave A Reply

Your email address will not be published.