ଦେଶର ସର୍ବଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ସାମିଲ ରହିଛନ୍ତି ଓଡିଶାର ଦୁଇ ଜଣ ବିଧାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ସର୍ବଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ସାମିଲ ରହିଛନ୍ତି ଓଡିଶାର ଦୁଇ ଜଣ ବିଧାୟକ । ତାଲିକାରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାମ ସାମିଲ ରହିଛି । ଏହା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ବି ସାମିଲ ଅଛି । ବିଧାୟକଙ୍କ କାର୍ୟ୍ୟଧାରା ଆଧାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି । ତେବେ ଦେଶର ୩,୯୫୮ ବିଧାୟକଙ୍କୁ ନେଇ ଫେମ ଇଣ୍ଡିଆ ପକ୍ଷରୁ ସର୍ଭେ ହୋଇଛି ।

Leave A Reply

Your email address will not be published.