pr

୨୯ ଜିଲ୍ଲାରୁ ଆଜି ଗଂଜାମରୁ୨୨୭ ଓ ଖୋର୍ଦ୍ଧାରୁ ୨୧୮ ଜଣ ଚିହ୍ନଟ

dr. purohit

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଗଂଜାମରୁ ୨୨୭ ଓ ଖେର୍ଦ୍ଧାରୁ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୪, ବାଲେଶ୍ୱରରୁ ୫୪, ବରଗଡ଼ରୁ ୫୬, ଭଦ୍ରକରୁ ୮୩, ବଲାଙ୍ଗିରରୁ ୨୭, ବୌଦ୍ଧରୁ ୧୦, କଟକରୁ ୭୬, ଢେଙ୍କାନାଳରୁ ୧୪, ଗଜପତିରୁ ୨୦, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୬୭, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୬, କେନ୍ଦ୍ରପଡ଼ାରୁ ୨୭, କେଉଁଝରରୁ ୨୩, କୋରାପୁଟରୁ ୪୫, ମାଲକାନଗିରିରୁ ୧୭, ମୟୁରଭଂଜରୁ ୯, ନବରଂଗପୁରରୁ ୬, ନୟାଗଡ଼ରୁ ୫୭, ନୂଆପଡ଼ାରୁ ୭, ପୁରୀରୁ ୧୬, ରାୟଗଡ଼ାରୁ ୭୫, ସମ୍ବଲପୁରରୁ ୨୬, ସୋନପୁରରୁ ୧୪ ଏବଂ ସୁନ୍ଦରଗଡ଼ରୁ ୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

nrusinghnath
Leave A Reply

Your email address will not be published.