ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ଦୁଇ ବିଜେଡି ନେତା

ସୁନ୍ଦରଗଡ : ଦଳ ବିରୋଧୀ କାର୍ୟ୍ୟ ପାଇଁ ସୁନ୍ଦରଗଡ ଜିଲ୍ଲାର ଦୁଇ ବିଜେଡି ନେତା ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଦୁଇ ବିଜେଡି ନେତା ହେଉଛ‌ନ୍ତି ଅମରେଶ ପଣ୍ଡା ଓ ବିନୟ ପଣ୍ଡା । ଦଳବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛନ୍ତି ଦଳୀୟ ସଭାପତି । ଏନେଇ ଏକ ବିଜ୍ଞପ୍ତି ଜରିଆରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.