ମାଁ ମାହେଶ୍ବରୀ ସେନା ବଲାଙ୍ଗିର ତରଫରୁ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାଁ ମାହେଶ୍ବରୀ ସେନା ବଲାଙ୍ଗିର ତରଫରୁ ଗରିବ ଖଟିଖିଆଙ୍କ ସାଥି ତଥା ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସ୍ବର୍ଗତ ଲଳିତ ନାୟକଙ୍କ ଆଦର୍ଶ ଜୀବନ ଶୈଳୀ ଓ ସମାଜସେବାର ଅବିସ୍ମରଣୀୟ ଅନୁହୁତିକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ଥବିର କର୍ମୀ, ବଲିୟାର ସିଂ ବସ୍ତିଆ, ଦୀପକ ପଧାନ, ରିଙ୍କୁ ଗାଇଗରିଆ, ସୁରେଶ ଚନ୍ଦ୍ର କମ୍ପ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.