pr

କଳାକାରଙ୍କୁ ସରକାରୀ ସହାୟତା ଦାବୀ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ୍ ରାମଚନ୍ଦ୍ରପୁର, ଦେଷଣ୍ତ, ସିଂହାମୁଣ୍ଡା, ଡୁମେରପିଟା ପଞ୍ଚାୟତର କଳାକାରମାନଙ୍କୁ ନେଇ କରୋନା କଟକଣା ନିୟମ ରକ୍ଷା କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଲକଡାଉନ୍ ଯୋଗୁଁ କଳାକାରମାନଙ୍କ ଜୀବନ ଜୀବିକରେ ପ୍ରଭାବିତ ହୋଇଥିବା ନେଇ ଆଲୋଚନା କରିବା ସହ ସରକାର ସମସ୍ତ କଳାକାରମାନଙ୍କ ସହାୟତା ରାଶି ପ୍ରଦାନ କରିବାକୁ ଦାବୀ କରିଥିଲେ। ଏହି କାର୍ୟ୍ୟକ୍ରମରେ କଳାକାରମାନଙ୍କ ମଧ୍ୟରେ ଦେଓଗାଁ ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ସୁଦାମ ବିଶି, ଅରକ୍ଷିତ ବଗର୍ତ୍ତି, ଶମ୍ଭୁ ପ୍ରସାଦ ବାଗ, ଟିକେଲାଲ ଭାଟି, ଈଶ୍ୱର ଭୁଏ, ପୂର୍ଣ୍ଣଚନ୍ଦ୍ର ବାରିକ, ପଞ୍ଚମ ବାଗ, ସର୍ଜନ୍ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.