pr

ପାଇକମାଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଶିକ୍ଷକ ଭବନ ପାଇଁ ଜମି ଚିହ୍ନଟ ନିମନ୍ତେ ତହସିଲଦାରଙ୍କୁ ଆବେଦନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଶିକ୍ଷକ ଭବନ ପାଇଁ ଜମି ଚିହ୍ନଟ ନିମନ୍ତେ ପାଇକମାଲ ତହସିଲଦାରଙ୍କୁ ଆବେଦନ ପତ୍ର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପ୍ରଦାନ କରାଯାଇଛି । ଆବେଦନ ପତ୍ର ପ୍ରଦାନ ସମୟରେ ପାଇକମାଲ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମହାଦେବ ବେହେରା, ସମ୍ପାଦକ ନାରାୟଣ ମେହେର, ପାଇକମାଲ ବ୍ଲକ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ସଭାପତି ନିରାକାର ପ୍ରଧାନ, ଉପସଭାପତି ବୈଷ୍ଣବ ପଣ୍ଡା, ସମ୍ପାଦକ ଚକ୍ରଧର ଅଜଗର, ସଭ୍ୟ ସୁଦାମ ତାଣ୍ଡି, ବ୍ଳକ ଏକ୍ସ କ୍ୟାଡର ସଭାପତି ଲମ୍ବୋଦର ଦାସ, ନୂତନ ପେନସନ ଭୁକ୍ତ ଜିଲ୍ଲା ସଭାପତି ଡୋଳାମଣି ମାହାର ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.