ଛତ୍ରପୁରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ରାଜା ରାଜୁଡା ସମୟରୁ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଯଥା ରୀତିରେ ଷୋଡଶ ବିଧାନକ୍ରମେ ସମାହିତ ହୋଇଯାଇଛି । ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କ ସମାଗମରେ ଚତୁର୍ଦ୍ଧା ଦିଅଁଙ୍କ ଦର୍ଶନ କରି ବିଭୂକୃପା ଲାଭ କରି ଧାନ୍ୟ ମଣିଛନ୍ତି ଭକ୍ତଜନ ।

Leave A Reply

Your email address will not be published.