ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ଆଦିବାସୀଙ୍କ ସଶସ୍ତ୍ର ଆଦିବାସୀ ଆନ୍ଦୋଳନ ସମୟରେ ଆଦର୍ଶ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତ ରାୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତାଙ୍କ ବାମ ହାତରେ ସାମାନ୍ୟ ଆଘତ ଲାଗିଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଜିଳ୍ଲାପଳଙ୍କ କାର୍ଯ୍ୟାଳୟଙ୍କୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ଓ ଆନ୍ଦେଳନକାରୀ ଧସ୍ତାଧସ୍ତି ହେବା ବୋଲି ଅବସ୍ଥା ସୃଷ୍ଟି ହୋଇଥିଲା । ଏହି ସମୟରେ ସାମାନ୍ୟ ଆହତ ହୋଇଥିଲେ ଆଇଆଇସି କେ. ପ୍ରିୟଙ୍କା ।