ସଡକ ଦୁର୍ଘଟଣା, ୨ବାଇକ ଆରୋହୀ ଗୁରୁତର ଓଡିଶା By Koshala Prabaha On Wednesday 22nd June 2022, 6:16 pm ସଡକ ଦୁର୍ଘଟଣା, ୨ବାଇକ ଆରୋହୀ ଗୁରୁତର Share ବୋରିଗୁମ୍ମା : ବୋରିଗୁମ୍ମା ଜାତୀୟ ରାଜପଥ ୬୩ ନମ୍ବର ଶୋସାହାଣ୍ଡିରେ ବସକୁ ପଛରୁ ଧକ୍କା ଦେଲା ବାଇକ । ବସ୍ର ପଛପଟେ ବାଡେଇ ହୋଇ ଦୁଇ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଦୁଇ ବାଇକ ଆରୋହୀଙ୍କ ଏ ପର୍ଯ୍ୟନ୍ତ ପରିଚୟ ମିଳି ପାରିନାହିଁ । borigumba news