କପାଣି ଅଂଚଳରେ ଆମ୍ବୁଲାନ୍ସ ଦୁର୍ଘଟଣା

ବେଲପଡା, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ କପାଣି ଅଂଚଳରେ ରବିବାର ରାତିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡାରେ ଥିବା ଗଛରେ ବାଡେଇ ହୋଇଥିଲା । ଫଳରେ ଆମ୍ବଲାନ୍ସ ଭିତରେ ଥିବା ୩ ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!