ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଆଜି ପୂର୍ବାହ୍ନ୯ଟା ୩୦ରେ ଏକ ଘରୋଇ ହସପିଟାଲରେ ୮୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସୂଚନା ଦେଇଛନ୍ତି ରାମକୃଷ୍ଣଙ୍କ ଝିଅ ଅନୀତା । ସୂଚନାଯୋଗ୍ୟ ଯେ, ସେ ଏକାଧିକ ବିଭାଗର ମନ୍ତ୍ରୀ ଭାବେ ସୂଚାରୁ ରୂପେ ଦାୟିତ୍ୱ ବହନ କରିଥିଲେ ।

Leave A Reply

Your email address will not be published.