ppurohit

+୨ କଳା ପରୀକ୍ଷାରେ ଦାଶ ଟ୍ୟୁଟରିଆଲ୍‌ସ୍‌ର ସଫଳତା : ୧୮ ଜଣ ଛାତ୍ରଛାତ୍ରୀ ଆଣିଲେ ୮୦ ଶତକଡ଼ାରୁ ଅଧିକ ମାର୍କ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବଲାଙ୍ଗିର ସହରର ପେଲେସ୍‌ଲାଇନ ଠାରେ ଥିବା ଦାଶ ଟ୍ୟୁଟରିଆଲ୍‌ସ୍‌ର ୧୮ ଜଣ ଛାତ୍ରଛାତ୍ରୀ ଆଣିଛନ୍ତି ୮୦ ଶତକଡ଼ାରରୁ ଅଧିକ ମାର୍କ ରଖିଥିବା ଖବର ମଳିଛି । ରିପାଂଜଳି ସାହୁ ନାମ୍ନୀ ଜଣେ ଛାତ୍ରୀ ୮୭% ମାର୍କ ଆଣିଥିବା ବେଳେ ଆଉ ୧୭ ଜଣ ଛାତ୍ର ଛାତ୍ରୀ ୮୦ ଶତକଡ଼ାରୁ ଅଧିକ ମାର୍କ ରଖି ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାରେ ଅଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.