pr

ଲିବ୍‌ରେସନ ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସମାଜସେବୀ ସଂଗଠନ ଲିବ୍‌ରେସନ ତରଫରୁ ବର୍ତ୍ତମାନ ମହାମାରୀ ସ୍ଥିତିରେ ସ୍ଥାନୀୟ ରୋଡ୍‌ ଏବଂ ମାର୍କେଟ୍‌ ପ୍ଲେସକୁ ପ୍ରତିଦିନ ୨ଥର ସାନିଟାଇଜ କରିବା ପାଇଁ ପୌରପାଳିିକାକୁ ଦାବୀପତ୍ର ଦିଆଯିବା ସହ ଏଭଳି ଭୟଙ୍କର ପରିସ୍ଥିତିରେ ଏହି ପଦକ୍ଷେପ ଶୀଘ୍ର ନିଆଯିବା କଥା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

nrusinghnath
Leave A Reply

Your email address will not be published.