କରୋନା ବିପଦ ଟଳି ନାହିିଁ : ଅଯଥାରେ ଅନ୍ୟମାନଙ୍କ ଘରକୁ ଯିବା ଆସିବା କରନ୍ତୁ ନାହିିଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ବିପଦ ଟଳି ନାହିିଁ । ଅଯଥାରେ ଅନ୍ୟମାନଙ୍କ ଘରକୁ ଯିବା ଆସିବା କରନ୍ତୁ ନାହିିଁ । କରୋନା ୨ୟ ଲହର ଘାତକ ଅଟେ । କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ସାମାଜିକ ଦୂରତା ବଜାୟ ରଖନ୍ତୁ । ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.