pr

ଉପରଝର ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ ସହ ଶିକ୍ଷାଅଧିକାରୀ ଶ୍ରୀ ଅଜିତ୍ ମିଶ୍ର, ସିଆରସିସି ଶ୍ରୀ ତପନ ନାଗ, ପ୍ରଧାନଶିକ୍ଷକ ଶ୍ରୀ ନରେଶ ସାହୁ, ମୋ ସ୍କୁଲ୍ ଅଭିଯାନର ସଭାପତି ଅନଙ୍ଗ ପଧାନ, ଉପରଝର ପ୍ରାଥମିକ ବିଦ୍ୟାଳୟର ସଭାପତି ରାଜୀବ ବିଶ୍ଵାଳ, ଉପରଝର ଯୁବ ସଙ୍ଗଠନର ସମ୍ପାଦକ ରମେଶ ମହାପାତ୍ର, ମୋ ସ୍କୁଲର ସଭ୍ୟ ଟିଙ୍କୁ ପଧାନ ଚାରାରୋପଣ କରିଥିଲେ । ଶିକ୍ଷକ ଶ୍ରୀ ସଙ୍କେଶର ପଧାନ ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.