oum

ଲିଙ୍ଗ ଭିତ୍ତିକ ହିଂସା ରୋକିବାକୁ ନିଆରା ଅଭିଯାନ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ଗ୍ରାମ ପଞ୍ଚାୟତ ଖମଗଡା ଗ୍ରାମରେ ଲୋକ ଉନ୍ନତି ସଂଗଠନ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ୧୬ ଦିନିଆ ବିଶ୍ଵବ୍ୟାପି ଅଭିଯାନ ଆରମ୍ଭ ହୋଇଯାଇଛି । ବ୍ଳକ ଲୋକ ଉନ୍ନତି ସଙ୍ଗଠନର ସଂଯୋଜିକା ଗୀତାଞ୍ଜଳୀ କୁମ୍ଭାରଙ୍କ ନେତୃତ୍ୱରେ ପ୍ରତ୍ୟେକ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନତା କରୁଛନ୍ତି । ଏଥିରେ ଦେଓଗାଁ ବ୍ଲକ ସଂଯୋଜକ ରୂପାଧର ପୁଟା, ସଇଁନ୍ତଲା ବ୍ଳକ ଜନସାଥୀ ବଂଶୀଧର ସୁନାନୀ, ଭଜମନ କୁମ୍ଭାର ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.