Browsing Category
ସାହିତ୍ୟ
କବିତା : ଯାତ୍ରା
ହେମାଙ୍ଗିନୀ ଦାଶ
ମିଠା ମିଠା ଦୁଇ ମୁଠାସ୍ୱପ୍ନକୁ ମୁଠାଇଧାଇଁ ଧାଇଁ କେତେଦୂର ଗଲିକେଜାଣି,ଅଣନିଃଶ୍ଵାସୀ ହେଇଥକ୍କା ମାରିଲା ବେଳକୁସଞ୍ଜ ଆସି ରତରତ ହେଲାଣି ।
ମୁଠା ଖୋଲିଲା ବେଳକୁଶୂନ୍ୟତାରେ ଭରିଥିଲାଦୁଇ ହାତ,ଫେଲ୍ ମାରିଥିଲାଜୀବନର ଯାବତୀୟ ଗଣିତ ।
ମୁଠା ଦୁଇ ଏବେଏକଦମ୍!-->!-->!-->!-->!-->!-->!-->…
Read More...
Read More...
ତୁମର୍ ରେକର୍ଡ କହୁଛେ
ରସରାଜ ଅଚ୍ୟୁତ ପୁରୋହିତ
ସବୁ ହେମାନେ ଲୁଟି ନଉଛନ୍ ବଲିଦୋଷ୍ ଦଉଛ ପର୍କେ,ତମେ କେନେ ଶୁଇଥିଲଲୁଟ୍ଲା ବେଲ୍କେ ଘର୍କେ ।ତମେ କାଲ୍କେ ଯହ ଲୁଟ୍ବତୁମର୍ ରେକର୍ଡ କହୁଛେ,ବୁଡ୍ବକ୍ ବଲୁଛେନେତା କହୁଥିଲେଦେଶ୍ ପରେ ଆଘ୍କେ ଯଉଛେ । ।
ମୋ.ନଂ. : ୯୪୩୭୩୬୭୦୫
Read More...
Read More...
କବିତା : ଏ ଯୋଉ ଲିମ୍ୱ ଗଛ
ଗଜାନନ ମିଶ୍ର
ଏ ଯୋଉ ଲିମ୍ୱ ଗଛସେଇଠି ଦେଖୁଛ,କେବେଠୁ ଅଛି କୁହ ତ!
ଥିଲାଦିନୁ ସେଇଠିଝଡିଛି କେତେପତ୍ର ସେଥିରୁ?କୁହ ତ, କଁଅଳିଛିପୁଣି କେତେ ପତ୍ର?
ଅଧାପନ୍ତରିଆ ଅଛି କିକେବେ ଏ ଗଛ?ନା ହୋଇଛି ୟାରପୂର୍ଣାଙ୍ଗ ପ୍ରାପ୍ତି ଏମିତି!
ଗଛକୁ ନେଇସମୁଦ୍ର କଣ କାନ୍ଦିଛି କେବେ?ନା ପାହାଡ!-->!-->!-->!-->!-->!-->!-->!-->!-->…
Read More...
Read More...
କବିତା : ମୁଁ ସକାଳମୁହାଁ ଏବେ
ପ୍ରହଲ୍ଲାଦ ଶତପଥୀ
ମୁଁ ସକାଳମୁହାଁ ଏବେମୋତେ ଡେଇଁବାକୁ ହେବ ଅନେକ ରାତିଗୋଟାଏ ରାତିରେଅନେକଟା ସମୁଦ୍ରର ଢେ଼ଉ ଡେଇଁବାକୁ ହେବ ।ଢେ଼ଉ ସବୁର ମୃତ୍ୟୁରେ ହିଁ ନୂଆଁ ଢେ଼ଉସବୁ ପାଆନ୍ତି ଜୀବନ୍ୟାସ,ଜୀବକୋଷର ମୃତ୍ୟୁ ହିଁ ସୃଷ୍ଟି କରେ ନୂତନ ଜୀବକୋଷମାନଙ୍କୁ ।
ମୁଁ ଜାଣେ ଏଇ ରାତିକୁ!-->!-->!-->!-->!-->…
Read More...
Read More...
କବିତା – ମୁଇଁ ରେଣ୍ଡୋ କହୁଛେଁ
କୌତୁକ ପନ୍ଦର
ଝିଁକାର୍ ମାରୁଥିଲା,ଖାଲି ଚେରେ ଚିରଙ୍ଗୁଲ୍କେ ଛାଡ଼ିଚାରିକୁତି ଡଙ୍ଗର୍, ପରବତ୍, ଝାର୍, ଝର୍ନାପତ୍ରାମାରି କୁରିଆ କନୁକାଙ୍ଗ୍, କୁଶ୍ଲା, ବିରି, କୁଲୁଥ୍, ମଡ଼ିଆ ରୁଇଲୁଁ ।
ଟୁରି ଆର୍ ରାଏ ସୁର୍ଶୋତିଲ୍, ମେକା, ରାଏସ୍ କେତ୍ନିକେତେବୁଗ୍ବୁଗାନୁ!-->!-->!-->!-->!-->…
Read More...
Read More...
ବ୍ୟଙ୍ଗ କବିତା : ବୁଡ଼୍ବକ୍ ବଲୁଛେ…
ରସରାଜ ଅଚ୍ୟୁତ ପୁରୋହିତ
ଚାକରିଆ ଯଦି ଦୁଇ ଦିନ୍ ରହେଲାନିଲମ୍ବନ୍ ହେବାର୍ଟା ସାର୍ମନ୍ତ୍ରୀ ମାସ୍ ମାସ୍ ଭିତ୍ରେ ରହେଲେ ବିବାଲ୍ ବାଁକ୍ ନିହୁଏ ତାର୍ ।ମନ୍ତ୍ରୀ ଆରୁ ଚାକରିଆ ଭିତ୍ରେଇଟା ଫରକ୍ ରହୁଛେ,ବୁଡ଼୍ବକ୍ ବଲୁଛେନେତା କହୁଥିଲେଦେଶ ପରେ ଆଘ୍କେ ଯଉଛେ । ।
!-->!-->!-->!-->!-->…
Read More...
Read More...
କବିତା : ଈର୍ଷା
ଦେବେନ୍ଦ୍ର ଲାଲ
ଗୋଲାପ ଗଛରେ ଫୁଟି ଥିଲେଗୋଲାପି ରଙ୍ଗରଅନେକ ଗୋଲାପ ଫୁଲ
ତା'ର ଅତି ନିକଟକୁଫୁଟି ଥିଲେକିଛି ଲାଲ୍ ମନ୍ଦାର
ତା' ଠୁ କିଛି ହାତ ଦୂରେଫୁଟି ଖୁସି ଥିଲେହଳଦୀ ରଙ୍ଗରକିଛି ଗେଣ୍ଡୁ ଫୁଲ
ପୁଣି, ସେଇ ଗେଣ୍ଡୁ ଗଛ ମୂଳେଫୁଟି ଥିଲେକିଛି ଈଷତ୍ ନୀଳ ରଙ୍ଗରଛୋଟ ଛୋଟ!-->!-->!-->!-->!-->!-->!-->!-->!-->…
Read More...
Read More...
କବିତା : ପଥର
ଭିକାରୀ ଚରଣ ମିଶ୍ର
ମୁଁ ଅହଲ୍ୟା ନୁହେଁଦିଅଁ କି ଦେଉଳ ନୁହେଁମୁଁ କୌଣସି ଯୁଗ କି ସଭ୍ୟତା ନୁହେଁଅସ୍ତ୍ର ନୁହେଁ କି ଶସ୍ତ୍ର ନୁହେଁମୁଁ କେବଳ ଆହତ ଖେଳନାଟିଏଏ ବିଶ୍ୱର ବିଶ୍ୱକର୍ମାଙ୍କର ।
ଫୁଲର ଇଚ୍ଛାତମ୍ପର ଫଣାରେ ମୋତେଜନ୍ମଦେବ ପ୍ରଭୁତୁମ ପାଦଚିହ୍ନ ପରେଯେଉଁଠି ନଥିବ ଭୟଫୁଟିବା!-->!-->!-->!-->!-->…
Read More...
Read More...
ଗଳ୍ପ : ଧକ୍କା
ଜିନାତମାମ ଦର୍ଜୀ
ଗଛ କରତି କରତି ଜୀବନ ପଛେ କରତି ହେଇଯାଏ, ହେଲେ ଏ ବଢ଼େଇ କାମରେ ୟାଠୁ ଅଧିକ କିଛି ହେଇ ପାରେନା ?ନିଜ ଭିଟାମାଟିର ଏ ଗୋଟିଏ ବଖରା ଚାଳ ଘରକୁ ଯାହା ସିମେଣ୍ଟ କରି ପାରିଛନ୍ତି ନିଜ ଜୀବନ କାଳରେ । କିଛି ଜଣ ବଡ଼ ବଡ଼ ଅଫିସରଙ୍କ ଘର ଓ ଅଫିସ ତିଆରି ବେଳେ କୋଠା ଗୁଡିକର!-->!-->!-->…
Read More...
Read More...
ମୁଇଁ ଆର୍ ସମିଆଁ
ସୁଜିତ କୁମାର ସତପଥି
ଯିମି ଯିମି ସେ କହେଲାରହ ରହ ମୁଇଁ କହେଲିଁଯିମି ଯିମି ମୁଇଁ କହେଲିଁରହ ରହ ସେ କହେଲା ।
ଦୁହେକେ ଦୁହେ ଜାନି ନାଇଁ ପାର୍ଲୁଁକିଏ ଯିବା କିଏ ଥିବା ଯେକିଏ କାହାକେ ପଚ୍ରାବା ଆର୍କିଏ କାହାକେ ଜବାବ୍ ଦେବା ଯେ ।
ମୁଇଁ ଆର୍ ସମିଆଁ ହେନ୍ତା ନକେଭେ ଏକ୍!-->!-->!-->!-->!-->!-->!-->…
Read More...
Read More...