Browsing Category
ଓଡିଶା
ପଖନମୁଣ୍ଡା ବିଦ୍ୟାଳୟରେ ଜୟନ୍ତୀ ପାଳିତ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧନସିଂ ମାଝୀ, ସିଆରସିସି, ମାନ୍ଦଲା,!-->…
Read More...
Read More...
ବାହାବଳପୁର ପଂଚାୟତରେ ୯କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ଲୁଣାବନ୍ଧ ନିର୍ମାଣ ପାଇଁ ଶୁଭ ଦେଲେ ସଦର ବିଧାୟକ ମାନସ କୁମାର…
ବାଲେଶ୍ୱର, (କେପିଏନ୍ଏସ୍) : ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ପଂଚାୟତର ଅଂଚଳବାସୀଙ୍କ ଦୀର୍ଘଦିନର ଦୁଃଖ ଦୂର ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଲୁଣା ପାଣି ମାଡ଼ି ଯିବାର ଭୟ ମଧ୍ୟରେ କାଳାତିପାତ କରୁଥିବା ଜନସାଧାରଣଙ୍କ ଦାବିକୁ ଗୁରୁତ୍ୱ ଦେଇ!-->…
Read More...
Read More...
ଓଡ଼ିଶା ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାର ଶ୍ରେଷ୍ଠ ଚାଷୀ ସମ୍ମାନ
ଜୟପାଟଣା, (ଶେଷଦେବ ବେହେରା) : ଜଳ ସମ୍ପଦ ବିଭାଗ, ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ସହରର ବରିଷ୍ଠ ଚାଷୀ ବିକ୍ରମ କୁମାର ଯୋଶୀଙ୍କୁ ଜିଲ୍ଲାର ଶ୍ରେଷ୍ଠ ଚାଷୀ ଭାବରେ ସମ୍ବର୍ଦ୍ଧିତ ହୋଇଥିବା ସୂଚନା ମିଳିଛି ।!-->…
Read More...
Read More...
ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ରାଲି କରାଯାଇଥିଲା । ବେଟି ବଚାଓ ବେଟି ବଢାଓ, ପଢ଼େଙ୍ଗେ ହମ୍ ବଢେଙ୍ଗେ!-->…
Read More...
Read More...
ନାରାୟନ୍ ପ୍ଲେ ସ୍କୁଲରେ ମହା ଆଡ଼ମ୍ବରରେ ମା’ ବାଗଦେବୀଙ୍କ ପୂଜା ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ମା' ସରସ୍ୱତୀଙ୍କ ଆରାଧନାର ଦିନ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ୱତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ । ଏହି ଅବସରରେ ବଲାଙ୍ଗିର!-->…
Read More...
Read More...
ମା’ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ମ. ରାମପୁର, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ଖେଳ ପଡିଆଠାରେ ଚାଲିଥିବା ମା' ସୁନାମୁଖୀ ଏକାଦଶ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ମ୍ୟାଚ ସିଙ୍ଗପୁର ଓ ଯୁଗୀପଳା, ଦ୍ୱିତୀୟ ମ୍ୟାଚ!-->…
Read More...
Read More...
ମହଖଣ୍ଡରେ ନିମ୍ନମାନର ରାସ୍ତା କାମ ଅଭିଯୋଗ
କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଅଞ୍ଚଳରେ ନିମ୍ନମାନର ରାସ୍ତା ନିର୍ମାଣର ଅଭିଯୋଗ ଆସିଛି । ଗ୍ରାମୀଣ ବିଭାଗ (ଆରଡି) ଏବଂ କାର୍ଯ୍ୟନିର୍ବାହୀ ଠିକାଦାର ମହଖଣ୍ଡରୁ ନାନ୍ଦୋଳ ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପିଚୁ ରାସ୍ତାରେ ନିମ୍ନମାନର!-->…
Read More...
Read More...
ଗୁରୁ ନାନକ ପବ୍ଲିକ୍ ସ୍କୁଲର ୧୬୦ ଛାତ୍ରଛାତ୍ରୀ ଓ ୪ ଶିକ୍ଷକ ଗୃହସ୍ଥୀ ମସଲା ଫ୍ୟାକ୍ଟରୀ, ଗୋମନ୍ଦିର ଗୋଶାଳା ଓ…
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଗୁରୁ ନାନକ ପବ୍ଲିକ୍ ସ୍କୁଲ, ସେକ୍ଟର -୨୧, ରାଉରକେଲାର ୧୬୦ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ ଶିକ୍ଷାମୂଳକ ଭ୍ରମଣରେ ଆମ ସଂସ୍ଥାନକୁ ଆସିଥିଲେ । ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ଗୃହସ୍ଥୀ ମସଲା ଫ୍ୟାକ୍ଟରୀ, ଗୋମନ୍ଦିର ଗୋଶାଳା ଓ ଗୃହସ୍ଥୀ ଡେୟାରୀ!-->…
Read More...
Read More...
ପୂର୍ବତନ ସରପଞ୍ଚଙ୍କ ପରଲୋକ : ଅଞ୍ଚଳରେ ଶୋକର ଛାୟା
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ପୂର୍ବତନ ସରପଞ୍ଚ ଖଗେଶ୍ୱର ପଧାନଙ୍କ ଅକାଳ ପରଲୋକ ଘଟିଥିବା ଖବର ମିଳିଛି । ଏହି ଦୁଃଖଦ ଘଟଣା ଅଞ୍ଚଳବାସୀଙ୍କୁ ଗଭୀର ଶୋକରେ ନିମଗ୍ନ କରିଛି । ଦୁଇ ଦିନ ପୂର୍ବେ ସେ ନିଜ ପରିବାର ସହ!-->…
Read More...
Read More...
ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ : ସହରରେ ଖୁସିର ମାହୋଲ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ସମଲେଶ୍ଵରୀ ମନ୍ଦିର ପାଖରେ ଥିବା ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ପାର୍ଶ୍ଵକୁ ସ୍ଥାନାନ୍ତରିତ କରାଯାଇଛି । ପୁରୁଣା ବସଷ୍ଟାଣ୍ଡ ଥିବା ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବରେ ବସଷ୍ଟାଣ୍ଡ!-->…
Read More...
Read More...