Browsing Category
ଓଡିଶା
ଶିକ୍ଷକଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଛେତଗାଁ ହାଇସ୍କୁଲର ଖେଳ ଶିକ୍ଷକ ନାରାୟଣ ସାହୁଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା, ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ କର୍ମଚାରୀ, ଅଭିଭାବକ ଓ!-->…
Read More...
Read More...
ଯମୁନାଙ୍କ ପରିବାରକୁ ଆବାସ ଗୃହ ମିଳିବ କେବେ ?
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ପଞ୍ଚାୟତ ମଖନାମୁଣ୍ଡା ଗାଁର ହରିଜନ ପଡ଼ାରେ ରହନ୍ତି ଯମୁନା ଦୁରିଆଙ୍କ ପରିବାର । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ଶାଶୁ ଓ ନିଜ ଦୁଇଝିଅ । ହେଲେ ରହିବା ପାଇଁ ଭଲ ଘରଟିଏ ନାହିଁ । ତାଙ୍କ ଘରେ ଏମିତି!-->…
Read More...
Read More...
ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବାଳିକା ଦିବସ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ନାରୀ ଶିକ୍ଷା ପାଇଁ ନଗର ପରିକ୍ରମା କରିଥିଲେ ଏବଂ ଛାତ୍ରୀମାନେ ପଥପ୍ରାନ୍ତ ନାଟକ ପରିବେଷଣ!-->…
Read More...
Read More...
ସମାଜସେବା ତଥା ଉଦୟମାନ ସଂଗଠକ ଭାବରେ ନରସିଂହ ସିଂ ଯୁବରତ୍ନ ସମ୍ମାନରେ ସମ୍ମାନିତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜଧାନୀ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ବ୍ରାଇଟ ଓଡିଶା ଫାଉଣ୍ଡେସନ ତରଫରୁ ଚଳିତ ବର୍ଷ ପାଇଁ ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ କ୍ଷେତ୍ରରେ ଚର୍ଚ୍ଚିତ ରହିଥିବା, ତଥା ନିଜ କର୍ମଦକ୍ଷତାକୁ ପରିପ୍ରକାଶ କରିଆସୁଥିବା ୪୨ଜଣଙ୍କୁ ଯୁବରତ୍ନ ସମ୍ମାନରେ!-->…
Read More...
Read More...
ଓଡ଼ିଆ ଭାଷା ଓ ସଂସ୍କୃତିର ପୁନଃରୁଦ୍ଧାର ଦିଗରେ ସାମୁହିକ ଉଦ୍ୟମ ଆବଶ୍ୟକ : ମନ୍ତ୍ରୀ ଡ. ମହାଲିଙ୍ଗ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଞ୍ଚଳିକ ବୈଷମ୍ୟକୁ ପ୍ରାଧାନ୍ୟ ଦେଇ ଭାଷା ଓ ସଂସ୍କୃତି ମଧ୍ୟରେ ଭେଦଭାବର ବିଷମଞ୍ଜି ବୁଣି ବ୍ରିଟିଶମାନେ ଆମ ଦେଶକୁ ଦୁଇ ଦଶନ୍ଧି ଧରି ଶାସନ କରିଥିଲେ । ବ୍ରିଟିଶମାନେ ଆମ ଦେଶକୁ ଛାଡ଼ିଯିବାର ଏତେ ବର୍ଷ ପରେ ମଧ୍ୟ ଆମେ ସେମାନଙ୍କ ପରମ୍ପରାକୁ ଜାବୁଡ଼ି!-->…
Read More...
Read More...
ରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ଶକ୍ତି କ୍ଲବର ଧାରଣୀୟ ଜୀବନ ଶୈଳୀ ମଡେଲ ପ୍ରଦର୍ଶନୀ
ଏସ.ରାମପୁର/ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଉଚ୍ଚ ବିଦ୍ୟାଳୟରେ ଶକ୍ତି କ୍ଲବର ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଧାରଣୀୟ ଜୀବନ ଶୈଳୀ ମଡେଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସେଣ୍ଟର ଫର ଏନ୍ଭର୍ମେଣ୍ଟାଲ ଏଜୁକେସନ ତରଫରୁ ଆୟୋଜିତ ତଥା ସ୍ଥାନୀୟ ଉଚ୍ଚ!-->…
Read More...
Read More...
ନାମ ଯଜ୍ଞ କଳସ ଶୋଭାଯାତ୍ରା : ଆଶ୍ରମ ପ୍ରତିଷ୍ଠା ଓ ବୈଦିକ ଜୀବନ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଂଚାୟତ ଅନ୍ତର୍ଗତ ପୂଜାରୀ ସାହାଯବାହାଲରେ ବ୍ରହ୍ମାନନ୍ଦ ଆଶ୍ରମ ପ୍ରତିଷ୍ଠା ମହୋତ୍ସବ ଅବସରରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଓ ବୈଦିକ ଜୀବନ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ!-->…
Read More...
Read More...
ସୁବର୍ଣ୍ଣପୁରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଜନ୍ମ ଜୟନ୍ତୀ ପାଳିତ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ସହରର ପଟାଭାଡି ଛକ ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)!-->…
Read More...
Read More...
ସାମନ୍ତ ମହୋତ୍ସବ ଉଦ୍ଘାଟିତ
ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବାଇପାସ ରାସ୍ତା ପାର୍ଶ୍ବସ୍ଥିତ ମହୋତ୍ସବ ପଡିଆରେ ପ୍ରଥମ ସାମନ୍ତ ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଏ ପରିପ୍ରେକ୍ଷୀରେ ଏକ ମଶାଲ ଶୋଭାଯାତ୍ରା ଖଣ୍ଡପଡ଼ା ସହର ପରିକ୍ରମା କରିବା ସହ ମହୋତ୍ସବ ସ୍ଥଳରେ!-->…
Read More...
Read More...
ପାନୀୟ ଜଳର ସଂରକ୍ଷଣ ଓ ସଦୁପଯୋଗ ପାଇଁ ଆହ୍ୱାନ ଜଣାଇଲେ ମନ୍ତ୍ରୀ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୃଥିବୀ ପୃଷ୍ଠରେ ମାତ୍ର ୩ ପ୍ରତିଶତ ପାନୀୟ ଜଳ ରହିଛି । ପାନୀୟ ଜଳ ପାଇଁ ହିଁ ଭବିଷ୍ୟତରେ ତୃତୀୟ ବିଶ୍ଵଯୁଦ୍ଧ ହେବାର ସମ୍ଭାବନା ରହିଛି । ସେହି ଜଳର ଆବଶ୍ୟକ ସଂରକ୍ଷଣ ଓ ସଦୁପଯୋଗ କରିବା ସହିତ ପିଇବା ପାଣିର ଅପଚୟ ରୋକିବା ଦିଗରେ ଆହୁରି ଜନସଚେତନତା!-->…
Read More...
Read More...