Browsing Category
ଓଡିଶା
ହାଇୱା ଧକ୍କାରେ ଏନ୍ଆଇଟି ଛାତ୍ରର ମୃତ୍ୟୁ : ଜଣେ ଛାତ୍ରୀ ଗୁରୁତର
ରାଉରକେଲା, (ସସ୍ମିତା ପ୍ରଧାନ) : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ସମରଦରି ଛକ ନିକଟରେ ହାଇୱା ଧକ୍କାରେ ରାଉରକେଲା ଏନ୍ଆଇଟିରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସିତ!-->…
Read More...
Read More...
ସେକ୍ଟର-୧୩ କମ୍ୟୁନିଟି ସେଣ୍ଟର ଠାରେ ରାଉରକେଲା ଶ୍ରମିକ ସଂଘର ବନ୍ଧୁମିଳନ ମହାଆଡମ୍ବରରେ ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୧୩ କମ୍ୟୁନିଟି ସେଣ୍ଟର ଠାରେ ରାଉରକେଲା ଇସ୍ପାତ କାରଖାନାର ସ୍ୱୀକୃତିପ୍ରାପ୍ତ ୟୁନିୟନ, ରାଉରକେଲା ଶ୍ରମିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଅବସରରେ ଶ୍ରମିକ ସଂଘ ପକ୍ଷରୁ ସାଂସ୍କୃତିକ!-->…
Read More...
Read More...
ବଲାଙ୍ଗିରର ବିଶିଷ୍ଟ ଶିକ୍ଷାବିତ୍ ତଥା ଆଶୁକବି ଡ.ହେମନ୍ତ କୁମାର ଦାଶ କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ତରଫରୁ ଗୋପବନ୍ଧୁ…
ତୁଷୁରା, (କେପିଏନ୍ଏସ୍) : କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ-୨୦୨୬ କଟକ ସ୍ଥିତ ସାରଳା ଭବନ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଟକ ମେୟର ସୁବାସ ସିଂ!-->…
Read More...
Read More...
ନୂଆପଡା ଜିଲ୍ଲାରେ ଦିଶା ବୈଠକ ଅନୁଷ୍ଠିତ
ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲା ସଦ୍ଭାବନା ସଭା ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା କମିଟି ସଭା, ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାପାଳ ମଧୁସୂଦନ!-->…
Read More...
Read More...
ଜୟପାଟଣା ପୋଲିସ ଦ୍ୱାରା ଶାନ୍ତି କମିଟି ଆୟୋଜିତ
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପୋଲିସ ଆନୁକୂଲ୍ୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ଶାନ୍ତି କମିଟି ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି, ସରପଞ୍ଚ, ସମିତି, ବିଭିନ୍ନ ରାଜନୈତିକ!-->…
Read More...
Read More...
ଜୟପାଟଣା ଗାନ୍ଧୀ ଗ୍ରାମପଡ଼ା ଠାରେ ଷୋହଳ ପ୍ରହର ନାମ ଯଜ୍ଞ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗାନ୍ଧୀ ଗ୍ରାମପଡ଼ା ସ୍ଥିତ ଶ୍ରୀ ରାଧା କୃଷ୍ଣ ମନ୍ଦିର ଆନୁକୂଲ୍ୟରେ ଚଳିତ ବର୍ଷ ପବିତ୍ର ଫାଲଗୁନ ଶୁକ୍ଳପକ୍ଷ ତ୍ରୟୋଦଶୀରୁ ଷୋହଳ ପ୍ରହର ନାମ ଯଜ୍ଞ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ହୋଇଯାଇଛି । ଗୁରୁବାର ସଂଧ୍ୟାରେ ଏକ!-->…
Read More...
Read More...
କଣ୍ଟାବାଞ୍ଜି ଇନ୍ଦିରା ଛକ ନିକଟରେ ସଡ଼କ ଦୁର୍ଘଟଣା : ବେହାଲ ଟ୍ରାଫିକ ବ୍ୟବସ୍ଥା, ଆହତ ଅନେକ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଥିବାରୁ ଟ୍ରାଫିକ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ବୋଲେରୋ, ଏକ ପିକ୍-ଅପ୍ ଭ୍ୟାନ୍ ଏବଂ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା!-->…
Read More...
Read More...
ଅଷ୍ଟମ ଏମ.ସି.ଏମ୍ କ୍ଲଷ୍ଟର୍ ସିଆରସିସି ବୈଠକ ଅନୁଷ୍ଠିତ
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଦାଇପାଲିରେ ୮ମ ଏମ.ସି.ଏମ, କ୍ଲଷ୍ଟର ସିଆରସିସି ନିରାକାର ସାଏଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ସ୍କୁଲ ଭା.ପ୍ରା.ପ୍ର.ଶି. ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ର, ରାଧାରମଣ ବିଦ୍ୟାଳୟ ଭା.ପ୍ରା ପ୍ର.ଶି.!-->…
Read More...
Read More...
ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଦୋଷ ମୁକ୍ତ ହେବା ଘଟଣା
ସତ୍ୟମେବ ଜୟତେ କହିଲେ ଆପ୍ କାର୍ଯ୍ୟକର୍ତ୍ତାବରଗଡ଼ରେ ଲଡ଼ୁ ବାଣ୍ଟି ଧନ୍ୟବାଦ ଜଣାଇଲେ
ବରଗଡ଼, (ମୁନ୍ନା ସାହୁ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟମାନଙ୍କୁ ମାନ୍ୟବର କୋର୍ଟ ଦୋଷ ମୁକ୍ତ କରିବା ପରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ!-->!-->!-->…
Read More...
Read More...
ଭାରତୀୟ ବିଦ୍ୟା ନିକେତନ ବିଲେଇସର୍ଡାର ବାର୍ଷିକ ଉତ୍ସବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ବିଦ୍ୟା ନିକେତନ ବିଲେଇସର୍ଡାର ଗତକାଲି୧୩ତମ ବାର୍ଷିକ ଉତ୍ସବ ଧୁମଧାମ୍ରେ ପାଳିତ ହୋଇଥିଲା । ଏହି ଅବସରରେ ବହୁ ଅତିଥି, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ଭାବେ ସରୋଜ କୁମାର!-->…
Read More...
Read More...